Odisha Link
Bridging the Missing Links in Odisha
Monthly Archives

December 2020

ବିଶ୍ୱସ୍ତରୀୟ ହସ୍ପିଟାଲ ହେବ କଟକ ବଡ଼…

ଭୁବନେଶ‌୍ବର: କଟକ ବଡ଼ ମେଡିକାଲର ହେବ ନବକଳେବର। ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। ଏହି ମେଡିକାଲ କଲେଜକୁ ଏମସପ୍ଲସ୍ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ…

ମେ’ ୪ରୁ ସିବିଏସ୍‌ଇ ବୋର୍ଡ…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲେ ସରକାର। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଭିଡିଓ ବାର୍ତ୍ତା ଜରିଆରେ ତାରିଖ ଘୋଷଣା କରିଛନ୍ତି। କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।…

ଟେଷ୍ଟ ର‍୍ୟାଙ୍କିଙ୍ଗ୍: ଟପ୍‌-୧୦ରେ ତିନି…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୦ ବର୍ଷର ଶେଷ ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଉଭୟ ବ୍ୟାଟସମ୍ୟାନ୍‌ ଓ ବୋଲରଙ୍କ ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି ଆଇସିସି। ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‌ ଟପ୍‌-୧୦ ତାଲିକାରେ ଟିମ୍‌ ଇଣ୍ଡିଆର ୩ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆର ତିନି ଖେଳାଳି ଅଛନ୍ତି।…

ଟ୍ବିନ୍‌ ସିଟିରେ ୧୪୪ ଧାରା

ଭୁବନେଶ‌୍ବର: ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲାଗୁ କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏଥିସହିତ ଜିରୋନାଇଟ ଭିଡ଼ ଏଡାଇବା ପାଇଁ ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରିଛଇି କମିଶନରେଟ‌୍‌ ପୁଲିସ୍। ଆଜି ରାତି ୯ଟାରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର…

ଫେରିଲା ନାଇଟ୍‌ କର୍ଫ୍ୟୁ, ଆଜି ରାତି…

ଭୁବନେଶ‌୍ବର: ନୂଆବର୍ଷ ପୂର୍ବରୁ କଟକଣା ଲଗାଇଲେ ରାଜ୍ୟ ସରକାର। କରୋନାର ନୂଆ ଷ୍ଟ୍ରେନ୍‌ ଓ ନୂଆବର୍ଷ ପାଳନକୁ ଚେକ୍‌ ଦେବା ପାଇଁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏନେଇ ଟୁଇଟ କରି ସୂଚନା…

ନୂଆବର୍ଷ ପୂର୍ବରୁ ଫେରିଲା ନାଇଟ୍‌…

ନୂଆଦିଲ୍ଲୀ: ରାତି ପାହିଲେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ…

ଟିମ୍‌ ଇଣ୍ଡିଆକୁ ଝଟ୍‌କା, ଅଷ୍ଟ୍ରେଲିଆ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆକୁ ଝଟକା। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର। ଦଳର ଦ୍ରୁତ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ଇଛନ୍ତି। ସେ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ବୋଲିଂ କରିବା ସମୟରେ ଆହତ ହୋଇଥିଲେ। ପରେ ଫିଜିଓଙ୍କ…

ଜନନୀ ଯନ୍ତ୍ରଣା: ପ୍ରସୂତୀଙ୍କୁ କାନ୍ଧରେ…

ଜୟପୁର: ପୁଣିଥରେ ରାଜ୍ୟରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବିଜାଘାଟିପଞ୍ଚାୟତ ତଳଗଡ଼ତି ଗାଁରେ। ରାସ୍ତା ଭଲ ନଥିବାରୁ ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ। ଯାହାଫଳରେ ପ୍ରସୂତୀଙ୍କୁ କାନ୍ଧରେ ବୋହି ୪…

ବିଶ୍ୱସ୍ତରୀୟ ବନ୍ଦର ହେବ ପାରାଦୀପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପାରାଦୀପରେ ୱେଷ୍ଟନ୍‌ ଡକ୍‌ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି…

ଜାରି ହେଲା ଜାନୁଆରୀ ଗାଇଡଲାଇନ୍, ଖୋଲିବ…

ଭୁବନେଶ୍ବର: ରାଜ୍ୟରେ ପୂର୍ବ ଅପେକ୍ଷା କରୋନା ସଂକ୍ରମିତଙ୍କ ସଂଖ୍ୟା ପାଇବାରେ ଲାଗିଛି। ଯାହାକି ଏକ ଆଶ୍ବସ୍ତିକର ଖବର। ଏସବୁ ମଧ୍ୟରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାର ଜାରି କରିଛନ୍ତି ଜାନୁଆରୀ ମାସ ପାଇଁ ଗାଇଡଲାଇନ୍। ଇଂରାଜୀ ନୂଆବର୍ଷରୁ ଜନଜୀବନକୁ ସ୍ବାଭାବିକ ନିମନ୍ତେ ଦୀର୍ଘ ୯ ମାସ ଧରି ଲାଗି…