Odisha Link
Bridging the Missing Links in Odisha
Daily Archives

December 15, 2020

ଜଷ୍ଟିସ ଏସ୍ ମୁରଲୀଧର ହେବେ ଓଡ଼ିଶା…

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ୍‌ ମୁରଲୀଧର। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ। ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ…

ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ୍‌…

ନୂଆଦିଲ୍ଲୀ: ଚର୍ଚ୍ଚାରେ ବାବା ରାମଦେବ ଓ ତାଙ୍କ କମ୍ପାନୀ 'ପତଞ୍ଜଳି'। ଆଜି ଦିନ ତମାମ ସାମାଜିକ ଗଣମାଧ୍ୟମରେ ଟ୍ୱିଟରେ ଟ୍ରେଣ୍ଡ କରୁଛି ପତଞ୍ଜଳିକୁ ବହିଷ୍କାର ବା #BoycottPatanjali। ଟ୍ରାଇବଲ୍ ଆର୍ମି ଏବଂ ଏହାର ପ୍ରତିଷ୍ଠାତା ହଂସରାଜ ମୀନା ଟ୍ୱିଟ୍ କରି ‘ଓ୍ୱିଇ ଷ୍ଟାଣ୍ଡ ଓ୍ୱିଥ୍‌ ଫାର୍ମର, ବୟକଟ୍…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ଅଷ୍ଟ‌୍ରେଲିଆ ଗସ୍ତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଦିନ ହିଟ୍‌ ମ୍ୟାନ୍‌ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ରୋହିତ ଦୁବାଇ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିବେ। ସେଠାରେ ପହଞ୍ଚିବା…

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌…

Click here to read this news in English ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି…

ମଜୁରି ଡ଼େରି ହେଲେ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ୱର: କରୋନା ମହାମାରୀ ଗତ ମାର୍ଚ୍ଚରୁ ସମସ୍ତଙ୍କ ପାଇଁ ଏକ ଅଭୂତପୂର୍ବ ଆହ୍ବାନ ସୃଷ୍ଟି କରିଛି। ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର…

ମେଡ଼ିକାଲ କଲେଜ ନିର୍ମାଣ ପାଇଁ ମୋଦି…

ଭୁବନେଶ୍ୱର: ଗତ ୬ ବର୍ଷରେ ମୋଦି ସରକାର ଓଡିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ମୋଦି ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଓଡିଶାକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟରେ ପୁରୀଠାରେ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ହେବା ଏବଂ ଏହି ମେଡିକାଲ କଲେଜ…

ଦୀର୍ଘଦିନ ପରେ କ୍ରିକେଟ ମଇଦାନକୁ ଫେରିବେ…

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍‌ ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଦୀର୍ଘ ସମୟ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ନିକଟତର ହୋଇଛନ୍ତି। ସେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଟି-ଟ୍ବେଣ୍ଟି ଟୁର୍ନାମେଣ୍ଟ ପାଇଁ କେରଳର ୨୬ ଜଣିଆ ଟିମ ତାଲିକାରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର…

ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି…

ଢେଙ୍କାନାଳ: ଏସବିଆଇ ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ। ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୁତ୍ତ ମାନେ ଲୁଟ୍ କରିଛନ୍ତି। ଖବର…

୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: କରୋନା ମହାମାର କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲାଯିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା…

କମିଶନରେଟ ପୋଲିସକୁ ବଡ଼ ସଫଳତା, ୧୨…

କଟକ: ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି। ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି । ଏତେ…