Odisha Link
Bridging the Missing Links in Odisha

ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ କରୋନା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇ ପାଇଁ ନିଷ୍ପତି ନେଇଛନ୍ତି।

ଡିସେମ୍ବରରେ ଜାରି ହୋଇଥିବା ସମସ୍ତ କଟକଣା ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ। ୨୦୨୧ ଜାନୁଆରି ୩୧ ଯାଏ କଟକଣା ଜାରି କଲା କେନ୍ଦ୍ର ସରକାର। ଦେଶରେ କରୋନା ଭାଇରସର ପରିସ୍ଥିତିକୁ ଲକ୍ଷ କରି କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି।

Comments are closed.