Odisha Link
Bridging the Missing Links in Odisha

ଏ ବର୍ଷ ପୁରୀ ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷଠାରୁ ପୁରୀ ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ ହେବ। ୧୦୦ଟି ସିଟ ପାଇଁ ଆଡମିଶନ ଅନୁମତି ମିଳିଥିବାବେଳେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହେବ। ମେଡିକାଲ ସ୍ଥିତି ଯାଞ୍ଚ ଅବସରରେ ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ମହାନ୍ତି ମେଡ଼ିକାଲ କଲେଜର ଭିତ୍ତିଭୂମି ଓ ପୁରୀ ଜିଲ୍ଲା ମେଡିକାଲ ଯାଞ୍ଚ କରିଛନ୍ତି । ଡିଏମଇଟିଙ୍କ ଶ୍ରୀ ମହାନ୍ତିଙ୍କ ସହ ମେଡ଼ିକାଲ କଲେଜ ଡିନ ଓ ଅଧୀକ୍ଷକ ସାମିଲ ଥିଲେ ।

Comments are closed.