Odisha Link
Bridging the Missing Links in Odisha
Daily Archives

January 13, 2021

ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

ହାଇଦ୍ରାବାଦ: ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ବେଶ ଧୁମଧାମରେ ପାଳନ ହୁଏ ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡ଼ିଶା, ହରିୟାଣା,…

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ଗାଇଡଲାଇନ୍। ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ରାଜ୍ୟକୁ କୋଭିସିଲ୍ଡ ଓ କୋଭ୍ୟାକ୍ସିନ୍‌ ୨ ପ୍ରକାର କରୋନା…

ବାୟୁସେନାରେ ସାମିଲ ହେବ ୮୩ ତେଜସ୍ ବିମାନ

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ୮୩ଟି ଲଢ଼ୁଆ ତେଜସ୍ ବିମାନ। ଏ ନେଇ କ୍ୟାବିନେଟ୍ କମିଟି ବୈଠକରେ ୪୮ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏହି ବୈଠକ ବସିଥିଲା। ବୈଠକରେ…

ଭାରତ-ପାକ୍‌ ସୀମାରେ ଗୁପ୍ତ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି। ଗୁପ୍ତ ସୁଡ଼ଙ୍ଗ ଠାବ ପରେ ପାକିସ୍ଥାନର ଅସଲ ମୁଖା ସାମ୍ନାକୁ ଆସିଛି। ପାକ୍‌ ଆଇଏସ୍‌ଆଇ ଏହି…

କଟକରେ ନେତାଜୀଙ୍କ ନାଁରେ ହେବ…

ଭୁବନେଶ୍ବର: ନେତାଜୀଙ୍କ ନାମରେ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। କଟକର ଖାନନଗର ଠାରେ ନିର୍ମିତ ହେବ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ…

କଟକ: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି. ପ୍ରକାଶ। ଆଜି ଅପରାହ୍ନ ୪.୧୫ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ…

ରାଷ୍ଟ୍ରୀୟ ସମ୍ନାନ ସହ ହେବ ଡି.…

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡ଼ି. ପ୍ରକାଶ। ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ। ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆସନ୍ତା କାଲି…

ଆସନ୍ତା କାଲି ମକର ସଂକ୍ରାନ୍ତି, କାହିଁକି…

ଓଏଲ୍‌ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ…

ପରୀ ହତ୍ୟା ମାମଲା: ରାଜ୍ୟକୁ…

ନୟାଗଡ଼: ନୟାଗଡ଼ ଯଦୁପୁରୁ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ସୁୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ନାବାଳିକାଙ୍କ ମାଆ ଆଜି ନ୍ୟାୟ ପାଇଁ ସୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ SIT କରୁଥିବା ବେଳେ। ଘଟଣାର ସିବିଆଇ ତଦନ୍ତ ଦାବିରେ…

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକ

କଟକ: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡ଼ି. ପ୍ରକାଶ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ଅପରାହ୍ନ ୪.୧୫ରେ ତାଙ୍କର ପରଲୋକ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା…