Odisha Link
Bridging the Missing Links in Odisha

ନିଜ ଦଳରୁ ବହିଷ୍କୃତ ହେଲେ ନେପାଳ ପ୍ରଧାନମନ୍ତ୍ରୀ

ନେପାଳ: ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କେ. ପି ଶର୍ମା ଓଲି ନିଜ ଦଳରୁ ବହିଷ୍କୃତ ହୋଇଛନ୍ତି। ଶାସକ ନେପାଲ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କୃତ ହେଲେ ଓଲି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ନିଆଯାଇଛି। ଦଳରୁ ବହିଷ୍କାର ସହ ଓଲିଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଧ କରିଛି କମିଟି।

Comments are closed.