Odisha Link
Bridging the Missing Links in Odisha
Daily Archives

January 24, 2021

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌…

ନୂଆଦିଲ୍ଲୀ: ଚଳିତ ବର୍ଷ ୩୨ ଜଣ ଶିଶୁଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର। ଏଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ପୁରସ୍କୃତ ହେବାକୁ ଥିବା ୩୨ ଜଣ ଶିଶୁଙ୍କୁ ପ୍ରତିଭାଙ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଟିକାକରଣରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ବର: ଦେଶରେ କରୋନା ଟିକାକରଣରେ ଆଗରେ ରହିଛି ଓଡ଼ିଶା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଏନେଇ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ଦିନଟିଏ ପାଇଁ ସୃଷ୍ଟି ହେଲେ ଉତ୍ତରାଖଣ୍ଡର…

ଡେରାଡୁନ୍: ସତ ପାଲଟିଛି 'ନାୟକ' ଚଳଚ୍ଚିତ୍ରର କାହାଣୀ। ଜାତୀୟ କନ୍ୟା ସନ୍ତାନ ଦିବସରେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ…

ନିଜ ଦଳରୁ ବହିଷ୍କୃତ ହେଲେ ନେପାଳ…

ନେପାଳ: ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କେ. ପି ଶର୍ମା ଓଲି ନିଜ ଦଳରୁ ବହିଷ୍କୃତ ହୋଇଛନ୍ତି। ଶାସକ ନେପାଲ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କୃତ ହେଲେ ଓଲି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ନିଆଯାଇଛି। ଦଳରୁ ବହିଷ୍କାର ସହ…

ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ…

ମୁମ୍ବାଇ: ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଶନିବାର ଏକ ରାୟ ଶୁଣାଇ କହିଛନ୍ତି ଯେ, ଯୌନ ଶୋଷଣ ସେତେବେଳେ କୁହାଯିବ ଯେତେବେଳେ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରି ଚର୍ମକୁ ଚର୍ମ ସ୍ପର୍ଶ କରିଥିବ। କେବଳ ଜଣଙ୍କୁ ଛୁଇଁଦେବାକୁ ଯୌନ ଶୋଷଣ ବୋଲି କୁହାଯିବ…

ବାଘକୁ ମାରି ରାନ୍ଧି ଖାଇଲେ ମାଂସ

ନୂଆଦିଲ୍ଲୀ: ବାଘକୁ ମାରି ରାନ୍ଧି ଖାଇଲେ ମାଂସ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳର ଇଡୁକ୍କି ଜିଲ୍ଲାରେ। ବାଘକୁ ମାରି ତାର ମାଂସ ଖାଇବା ନେଇ ୫ଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତ ବୁଧବାର ଦିନ ବାଘକୁ ମାରି ତାର ମାଂସ ଖାଇଥିବା ଘଟଣା ଘଟିଛି। ଇଡୁକ୍କିରେ ବସବାସ…

ମୋ ସ୍କୁଲ ଅଭିଯାନ ରାଶିରେ ହେବ ଡିଜିଟାଲ…

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ। ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ…

ବିବାହ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ…

ମୁମ୍ବାଇ: ବିବାହ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତା ବରୁଣ ଧୱନ। ବାହା ହେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ବରୁଣ। ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି। ୱେଡିଂ ଭେନ୍ୟୁ ଅଲିବାଗରେ ପହଞ୍ଚିବା ପାଇଁ…

ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ବର: କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପିଇସା ହୋଇଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ…

ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ୍‌…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ମଳିଲା ଅନୁମତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଥିଲେ। ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ। ତେବେ ଏହାକୁ ଲିଖିତ ଅନୁମତି…