Odisha Link
Bridging the Missing Links in Odisha
Daily Archives

January 27, 2021

କୋଭିଡ କଟକଣାକୁ ଅଣଦେଖା ନ କରିବାକୁ…

ଭୁବନେଶ୍ୱର : ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ…

ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି…

ଜଳେଶ୍ବର : ପୁଅ-ବୋହୂ ନିର୍ଯାତନା ସହି ନ ପାରି ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ଘଟିଛି । ମୃତ ବୃଦ୍ଧଙ୍କ ନାଁ ହେଉଛି ଉପେନ୍ଦ୍ର ନାଥ ଦାସ । ତାଙ୍କ ବୟସ ୭୫ ବର୍ଷ । ପ୍ରକାଶ ଅନୁଯାୟୀ, ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଭିଯୋଗ…

ଠିଆ ହୋଇଥିବା ବସ୍‌ରେ ଲାଗିଲା ନିଆଁ

କେନ୍ଦୁଝର: ପଡିଆରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ। ଏହି ଘଟଣାଟି କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଘଟିଛି । ଆଜି ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି…

ଲଟେରୀ ଲୋଭ ଦେଖାଇ ଲୁଟ୍

କଳାହାଣ୍ଡି : ଉତ୍ତରପ୍ରଦେଶ ହମିରପୁରରୁ ଅନଲାଇନ୍‌ ଠକେଇ ଅଭିଯୋଗ। ପୁଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଅଭିଳାଷ ସିଂହ, ପରବେଜ ଅହମ୍ମଦ, ଓ୍ୱହିଦ ଖାନ୍‌, ଶାହାରୁଖ ଖାନ୍‌, ଜୁନେଦ ଅହମ୍ମଦ । ସେମାନଙ୍କ ନିକଟରୁ ମୋଟ ୫୨ହଜାର ୩୮୮ଟଙ୍କା , ୧୦ଟି ମୋବାଇଲ ଜବତ କରିଛି ପୁଲିସ ।…