Odisha Link
Bridging the Missing Links in Odisha

ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲେ ବୃଦ୍ଧ

ଜଳେଶ୍ବର : ପୁଅ-ବୋହୂ ନିର୍ଯାତନା ସହି ନ ପାରି ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ଘଟିଛି । ମୃତ ବୃଦ୍ଧଙ୍କ ନାଁ ହେଉଛି ଉପେନ୍ଦ୍ର ନାଥ ଦାସ । ତାଙ୍କ ବୟସ ୭୫ ବର୍ଷ ।

ପ୍ରକାଶ ଅନୁଯାୟୀ, ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ତାଙ୍କ ତିନି ପୁଅ ଓ ବୋହୂଙ୍କ ନିର୍ଯାତନା ସହି ନପାରି ଉପେନ୍ଦ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଜଳେଶ୍ବର ଥାନାରେ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

Comments are closed.