Odisha Link
Bridging the Missing Links in Odisha
Browsing Tag

old man

ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି…

ଜଳେଶ୍ବର : ପୁଅ-ବୋହୂ ନିର୍ଯାତନା ସହି ନ ପାରି ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ଘଟିଛି । ମୃତ ବୃଦ୍ଧଙ୍କ ନାଁ ହେଉଛି ଉପେନ୍ଦ୍ର ନାଥ ଦାସ । ତାଙ୍କ ବୟସ ୭୫ ବର୍ଷ । ପ୍ରକାଶ ଅନୁଯାୟୀ, ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଭିଯୋଗ…

ସଇତାନ୍‌ ବୃଦ୍ଧ: ୫ ବର୍ଷର ନାବାଳିକାକୁ…

ଆଳି: ୫ ବର୍ଷର ଶିଶୁକନ୍ୟାକୁ ୮୭ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ। ଏଭଳି ଏକ ନୃଂଶସ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମରେ। ନିଜ ନାତୁଣୀ ବୟସର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ। ଏହି ମାମଲାରେ ଆଜି…

ପୋଡ଼ି ହୋଇ ବୃଦ୍ଧା ମୃତ

କୋଚିଣ୍ଡା : ଆଜି ଜମନକିରା ଥାନାର ଛେମୁଣ୍ଡା ଗାଁରେ ଅକ ଅଭାନିୟ ଘଟଣା ଘଟିଯାଇଛି । ଜଣେ ବୃଦ୍ଧା ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ବୟସ ୬୦ବର୍ଷ ।  ପରିବାର ବର୍ଗଙ୍କ କହିବା ଅନୁସାରେ ବୃଦ୍ଧା ଜଣକ ଆତ୍ମ ହତ୍ୟା କରିଛନ୍ତି । ତେବେ ଘଟଣାସ୍ଥଳରେ ପହଞ୍ଚି ଜମନକିରା ପୋଲିସ ପଚରାଉଚତରା ଆରମ୍ଭ…