Odisha Link
Bridging the Missing Links in Odisha
Browsing Tag

Jaleswar

ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି…

ଜଳେଶ୍ବର : ପୁଅ-ବୋହୂ ନିର୍ଯାତନା ସହି ନ ପାରି ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ଘଟିଛି । ମୃତ ବୃଦ୍ଧଙ୍କ ନାଁ ହେଉଛି ଉପେନ୍ଦ୍ର ନାଥ ଦାସ । ତାଙ୍କ ବୟସ ୭୫ ବର୍ଷ । ପ୍ରକାଶ ଅନୁଯାୟୀ, ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଭିଯୋଗ…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା…

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ସୀମାନ୍ତ ଠାରୁ ୬କିମି ଦୂରରେ ଯାତ୍ରୀ ବସ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ ଡମ୍ପର ଗାଡି଼କୁ ଓଭରଟେକ୍‌ ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିଲା। ବସ୍‌ରେ ପ୍ରାୟ ୫୦ରୁ ୬୦ ଯାତ୍ରୀ ଥିବା ସୂଚନା ରହିଛି । ପ୍ରକାଶ ଅନୁଯାୟୀ, କଲିକତାରୁ…

ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ…

ବାଲେଶ୍ୱର: ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର। ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଘଟିଛି। ସେମାନଙ୍କ ମୃତ ଦେହ ପୋଖରୀ ହୁଡ଼ାରୁ ଉଦ୍ଧାର କରିଛି ପୁଲିସ। ପ୍ରକାଶ ଯେ, ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା…

ମେଲୋଡି କରି ଗଣିଲେ ୫୦ ହଜାର ତଣ୍ଡ

ଜଳେଶ୍ୱର: କରୋନା କଟକଣା କୁ ଫୁ। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯିବା ସହ ନିୟମ ଉଲ୍ଲଂଘନ କଲେ ଜୋରିମାନା ମଧ୍ୟ କରାଯାଉଛି। ଏହି ସମୟରେ…

ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା…

ଜଳେଶ୍ବର: ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା ଡମ୍ଫର। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ଫରକୁ ଟ୍ରକ୍‌ ପଛପଟୁ ଧକ୍କା ଦେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ। ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ପୁଲିସ୍ ଡିଜି ଅଭୟ ଏପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି। ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏ ନେଇ ଟୁଇଟ୍‌ କରି ସୂଚନା…

ମାଛର ଓଜନ ୯୦୦ କେଜି

ଜଳେଶ୍ୱର : ଆଜି ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ୯୦୦ କିଲୋଗ୍ରାମର ମାଛ ଧରା ପଡିଛି । ମତ୍ସଜୀବୀମାନେ ମାଛ ଧରୁ ଥିବାସମୟରେ ଜାଲରେ ଏକ ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ବିଶାଳ ମାଛଟିକୁ ଏକ ଟ୍ରକ୍‌ରେ…

ମାଲବୁହା ଗାଡ଼ିରେ ବୁହା ହେଉଛନ୍ତି…

ଜଳେଶ୍ୱର : ମାଲ ବୁହା ଗାଡ଼ିରେ ବସ୍ତା ଭଳି ଯାତ୍ରୀ ବୋଝେଇ ହୋଇ ଯାଉଛନ୍ତି। ଏହି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। କାମ ସନ୍ଧାନରେ ପ୍ରତିଦିନ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାଉଛନ୍ତି ଶ୍ରମିକ। ଯେଉଁଠି ବସିବା ତ’ ଦୂରର କଥା ଛିଡ଼ା ହେବା ବି ମୁସକିଲ୍। ଯେନତେନ ପ୍ରକାରରେ…

ଆମ୍ବୁଲାନ୍ସ ଓଲଟି ୩ଗୁରୁତର

ଜଳେଶ୍ବର: ଜଳେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିଆଳ ଛକ ନିକଟରେ ଆମୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ୩ ଜଣ ଗୁରୁତର ହୋଇଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୧୦୨ ଜନନୀ ଏକ୍ସପ୍ରେସ ରୋଗୀଙ୍କୁ…

ଜଳେଶ୍ବରରେ ଧରା ପଡିଲା କ୍ରିକେଟ ବେଟିଂ…

ଜଳେଶ୍ୱର: ଗତକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଚାଲିଥିଲା ବେଟିଂ କାରବାର। ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌ ଖବର ପାଇ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌…