Odisha Link
Bridging the Missing Links in Odisha
Browsing Tag

Jaleswar

ସାହାଯ୍ୟ କଲାବେଳେ ଜୀବନ ଗଲା

ଜଳେଶ୍ୱର : ଏମିତି ବି ମୃତ୍ୟୁ ଆସେ। ସ୍କୁଲର ବାର୍ଷିକ ଉତ୍ସବ ନିମନ୍ତ୍ରଣପତ୍ର ବାଣ୍ଟବାକୁ ଯାଉଥିବା ବେଳେ ବାଟରେ ଇଟା ବୋଝେଇ ଗାଡି ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର…

ରାସ୍ତା କଡ଼ରୁ ଅଚେତ ମହିଳା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ନାମ୍ପୋ ଫାଣ୍ଡି ଅନ୍ତର୍ଗତ ଖାଲିନା-ନାମ୍ପୋ ରାସ୍ତା କଡ଼ରେ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏ ନେଇ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତା ଯୁବତୀ ଜଣକ ଖୋର୍ଦ୍ଧା…

କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର

ଜଳେଶ୍ବର: ଲଗାଣ ବର୍ଷା ହେବା ଯୋଗୁଁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ଯ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳେଶ୍ବର ରାଇବଣିଆ ଥାନା ଅନ୍ତର୍ଗତ ବହଦୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ଲଗାଣ ବର୍ଷାରେ କାନ୍ଥ ପଡି…

ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକରେ ନକଲି…

ଜଳେଶ୍ବର: ନୂଆ ଟ୍ରାଫିକ ନିୟମର ସୁଯୋଗ ନେଇ ମାତିଲେଣି ନକଲି ଏମଭିଆଇ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜଳେଶ୍ୱରରୁ। ଲକ୍ଷ୍ମଣନାଥ ତନଖି ଫାଟକରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏକ ବସକୁ ଅଟକାଇଥିଲେ ନକଲି ଏମଭିଆଇ। ନୂଆ ଟ୍ରାଫିକ ନିୟମରେ ଗାଡି କାଗଡପତ୍ର ଯାଞ୍ଚ କଡ଼ାକଡ଼ି…