Odisha Link
Bridging the Missing Links in Odisha

ମାଛର ଓଜନ ୯୦୦ କେଜି

ଜଳେଶ୍ୱର : ଆଜି ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ୯୦୦ କିଲୋଗ୍ରାମର ମାଛ ଧରା ପଡିଛି । ମତ୍ସଜୀବୀମାନେ ମାଛ ଧରୁ ଥିବାସମୟରେ ଜାଲରେ ଏକ ବିଶାଳ ମାଛଟି ପଡ଼ିଥିଲା।
ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି।

ବିଶାଳ ମାଛଟିକୁ ଏକ ଟ୍ରକ୍‌ରେ ଦୀଘା ମତ୍ସ୍ୟ ମାର୍କେଟ୍‌କୁ ନିଆଯାଇଥିଲା । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସୂଚନା ଅନୁସାରେ ତେବେ ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ।

Comments are closed.