Odisha Link
Bridging the Missing Links in Odisha
Daily Archives

March 2, 2020

ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି…

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଞ୍ଚାୟତ…

ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ

ଭୁବନେଶ୍ବର : ରାଜଭବନ ପରିସରରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମ୍ୟବାଦୀ ଜନନେତା ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରିଥିଲେ । କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ବିଧାୟକ ୧୯୫୦ ମସିହାର ରାଜ୍ୟସଭା ସଦସ୍ୟ, ଏତିହ୍ୟ ପଟିଆବନ୍ଧ ବିନ୍ଧାଣୀ ସ୍ବାଧୀନତା ସଂଗ୍ରାମୀ ଜୀବନରେ ସାଢ଼େ…

ଡମି ଫାଶୀ ଦେଲା ଜହ୍ଲାଦ

ନୂଆଦିଲ୍ଲୀ: ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ତେଣୁ ଆଜି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିଛି। ଏଥିସହ…

ଶାହାରୁଖଙ୍କ ଶାଶୂଙ୍କ ନାମରେ ଠକେଇ…

ମୁମ୍ବାଇ : ବଲିଉଡ୍‌ର କିଙ୍ଗ୍ ଖାନ ଶାହାରୁଖଙ୍କ ଶାଶୂଙ୍କ ନାମରେ ଏକ ସାଙ୍ଘାତିକ ଠକେଇ ଅଭିଯୋଗ ଆସିଛି । ଚାଷ ଜମି‌ରେ ଫାର୍ମ ହାଉସ୍ ତିଆରି କରିଥିବାରୁ ଏବେ ତାଙ୍କୁ ୩.୯କୋଟି ଟଙ୍କା ଜରିମାନା ଦେବାକୁ ହେବ ବୋଲି ଜଣାପଡ଼ିଛି । ଜରିମାନା ରାଶି ନ‌ ଦେଲେ ମୁମ୍ବାଇର ଅଲିବାଗସ୍ଥିତ ଥାଲରେ ଥିବା ତାଙ୍କ…

ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ତାର କ୍ୟୁରେଟିଭ ପିଟିସନ ପୂର୍ବରୁ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା। ଏବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ…

ଦିଲ୍ଲୀରେ କରୋନା

ନୂଆଦିଲ୍ଲୀ: ଭାରତରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଜଣେ ବ୍ୟକ୍ତି ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାରେ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଉପରେ ନଜର ରଖାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନାରେ ଆକ୍ରାନ୍ତ…

ଥାପପଡ ସିନେମାକୁ ଦେଖି ନିଜର…

ମୁମ୍ବାଇ : ତାପସୀ ପନ୍ନୁ ଅନୁଭାଭ ସିହ୍ନାଙ୍କ ଥାପଡରେ ଆଉ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଜି ମୁକ୍ତିଲାଭ କରିଥିବା ବେଳେ କିଛି ସେଲିବ୍ରିଟି କିଛି ଦିନ ପୂର୍ବରୁ ମୁମ୍ବାଇର ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଏହି ସିନେମା ଦେଖିଥିଲେ। ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପ ବଲିଉଡ ତାରକାମାନଙ୍କ…

ନାବାଳକ ଚାଳକଙ୍କୁ ୪୩ ହଜାର ଜରିମାନା

ସମ୍ବଲପୁର: ନାବାଳକ ସ୍କୁଟି ଚାଳକଙ୍କୁ ୪୩ ହଜାର ଫାଇନ କରାଯାଇଛି। ନାବାଳକ ଜଣକ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡାରେ ପଡିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ନାବାକଳ ୨୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧…

କିନ୍ନର ଆଶ୍ରୟ ଗୃହକୁ ଦେଢ଼ କୋଟି ଦାନ କଲେ…

ମୁମ୍ବାଇ: ବଲିଉଡ୍‌ର ସୁପର ଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟ ଓ ସୁବ୍ୟବହାର କାରଣରୁ ସମସ୍ତଙ୍କର ପ୍ରିୟ ପାତ୍ର ପାଲଟି ସାରିଛନ୍ତି । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ସିନେମା ‘ଲକ୍ଷ୍ମୀ ବମ୍ବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ସିନେମରେ ଅକ୍ଷୟ ଜଣେ କିନ୍ନର ଭୂମିକାରେ ଅଭିନୟ…

ପୁଣି ଶିକ୍ଷାନୁଷ୍ଠାନ ଗାଡ଼ିକୁ ଜରିମାନା

ଭୁବନେଶ୍ବର: ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମୋଟା ଅଙ୍କରେ ଜରିମାନା ହୋଇଛି। ୩୭ ଜହାର ୫୦୦ ଟଙ୍କାର ଜରିମାନା ମଲେ ଆରଟିଓ-୨। ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଇନଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି। ପଲ୍ଲ୍ୟୁସନ, ଡିଏଲ୍, ରାଜିଷ୍ଟ୍ରେସନ, ଫିଟନେସ୍,ପରମିଟ୍, ବୀମା ପାଇଁ ତଣ୍ଡ ଦେଇଛନ୍ତି।