Odisha Link
Bridging the Missing Links in Odisha

ପୁଣି ଶିକ୍ଷାନୁଷ୍ଠାନ ଗାଡ଼ିକୁ ଜରିମାନା

ଭୁବନେଶ୍ବର: ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମୋଟା ଅଙ୍କରେ ଜରିମାନା ହୋଇଛି। ୩୭ ଜହାର ୫୦୦ ଟଙ୍କାର ଜରିମାନା ମଲେ ଆରଟିଓ-୨। ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଇନଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି। ପଲ୍ଲ୍ୟୁସନ, ଡିଏଲ୍, ରାଜିଷ୍ଟ୍ରେସନ, ଫିଟନେସ୍,ପରମିଟ୍, ବୀମା ପାଇଁ ତଣ୍ଡ ଦେଇଛନ୍ତି।

Comments are closed.