Odisha Link
Bridging the Missing Links in Odisha
Browsing Tag

fish

ନୟାଗଡ଼: ମହାନଦୀରୁ ମିଳିଲା ବିରଳ ମାଛ

ନୟାଗଡ଼: ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କଣ୍ଟିଲୋ ଠାରେ ମହାନଦୀରୁ ରବିବାର ଏକ ବିରଳ ମାଛ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ଗତକାଲି ଏ ଧରଣର ଏକ ମାଛ ସୋନପୁର ନିକଟରେ ମହାନଦୀରୁ ମିଳିଥିବା ବେଳେ ଆଜି କଣ୍ଟିଲୋରେ ମିଳିଛି। ଉଦ୍ଧାର ହୋଇଥିବା ମାଛଟିର…

ମତ୍ସ୍ୟଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏହି ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଆସିଛି ବଡ଼ ଖବର। ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ମାଛ…

ମାଛର ଓଜନ ୯୦୦ କେଜି

ଜଳେଶ୍ୱର : ଆଜି ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ୯୦୦ କିଲୋଗ୍ରାମର ମାଛ ଧରା ପଡିଛି । ମତ୍ସଜୀବୀମାନେ ମାଛ ଧରୁ ଥିବାସମୟରେ ଜାଲରେ ଏକ ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ବିଶାଳ ମାଛଟିକୁ ଏକ ଟ୍ରକ୍‌ରେ…

ଭାରତ ବନ୍ଦ: ଓଲଟିଲା ମାଛ ବୋଝେଇ ଭ୍ୟାନ୍‌

ରାଉରକେଲା: ଶ୍ରମିକ ସଂଗଠନଗୁଡ଼ିକର ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା। ଏହି ସମୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ମାଛ ନେଇ ଯାଉଥିବା ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବିଶ୍ରାଛକ…

ମାଛ ଗୋଟାକ ୭ଲକ୍ଷ!

ଚାନ୍ଦବାଲି : ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳ ଜେଠିରୁ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ । ଏହି ମାଛର ଓଜନ ୧୦୭ କିଲୋ । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି କରାଯାଇଛି ଏହି ମାଛ । ବିରଳ ମାଛର ନାମ ହେଉଛି ଡୋନ୍ ସାଗର । ଚେନ୍ନାଇର ଏକ ମେଡିସିନ କମ୍ପାନୀ ଏହି…