Odisha Link
Bridging the Missing Links in Odisha

ମାଛ ଗୋଟାକ ୭ଲକ୍ଷ!

ଚାନ୍ଦବାଲି : ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳ ଜେଠିରୁ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ । ଏହି ମାଛର ଓଜନ ୧୦୭ କିଲୋ । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି କରାଯାଇଛି ଏହି ମାଛ । ବିରଳ ମାଛର ନାମ ହେଉଛି ଡୋନ୍ ସାଗର । ଚେନ୍ନାଇର ଏକ ମେଡିସିନ କମ୍ପାନୀ ଏହି ମାଛକୁ କିଣିଛି ।

Comments are closed.