Odisha Link
Bridging the Missing Links in Odisha

ଟ୍ରକ୍‌ ଧକ୍କାରେ ପୋଖରୀରେ ପଶିଗଲା ବସ୍

ଭଞ୍ଜନଗର: ଟ୍ରକ୍‌ ଧକ୍କାରେ ପୋଖରୀରେ ପଶିଗଲା ବସ୍। ଏଭଳି ଏକ ଦୁର୍ଘଟଣା ଘଟିଛି କୁଲାଡ଼ରେ। କୁଲାଡ଼ରେ ଟ୍ରକ୍‌ ଧକ୍କାରେ ପୋଖରୀ ଭିତରେ ପଶିଗଲା ବସ୍। ପୋଖରୀରେ ବସ୍‌ ପଶିଯିବା କାରଣରୁ‌ ବସ୍ ହେଲପର୍‌ ଗୁରୁତର ହୋଇଛନ୍ତି। ‌ଗୁରୁତର ହେଲପରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.