Odisha Link
Bridging the Missing Links in Odisha
Daily Archives

February 15, 2021

ପୁଣି ଟୁଇଟ୍ କରି ଅପରାଜିତାଙ୍କୁ ଟାର୍ଗେଟ…

ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଟାର୍ଗେଟ କରି ଟୁଇଟ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ସେ ଲେଖିଛନ୍ତି, ମ୍ୟାଡାମ୍ ଅପରାଜିତା ଷଡ଼ଙ୍ଗୀଜୀ, ଆପଣ ପ୍ରଥମେ ସ୍ପଷ୍ଟ କରିବା ଉଚିତ କି ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ଏନଏମଏ) ବାଇ-ଲ’ ବିଜ୍ଞପ୍ତି ଜାରି କରିବାର…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ୨୦୦…

ଭୁବନେଶ୍ୱର: ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରାଯିବ। ଏହା ସହିତ ଯୁବକ ଯୁବତୀ ମାନଙ୍କ ପାଇଁ…

ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଟୀକା ଦିଆଯାଇଛି। ତେବେ ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ହର୍ଷବର୍ଦ୍ଧନ…

କାଠଯୋଡିରେ ଭାସି ଯୁବକ ନିଖୋଜ

ବାରଙ୍ଗ: ବାରଙ୍ଗ ତ୍ରୀଶୁଳିଆ ବ୍ରାହ୍ମଣୀ ଗାଁ ନିକଟ କାଠଯୋଡିରେ ଭାସି ଯୁବକ ନିଖୋଜ। ଅନେକ ଖୋଜାଖୋଜି ପରେ ଯୁବକଙ୍କ ପତ୍ତା ମିଳି ନାହିଁ। ସ୍ଥାନୀୟ ଲୋକେ ବାରଙ୍ଗ ଦମକଳ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନିଖୋଜ ଯୁବକଙ୍କ ପରିଚୟ ମିଳି ନାହିଁ। ଯୁବକ ଜଣଙ୍କ କିପରି ନଦୀରେ କିପରି…

ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି। ୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ ୧୯୫୪ରେ କମିଶନଡ୍…

କୋଟି କୋଟି ସମ୍ପତ୍ତିକୁ ପାଦରେ ଏଡାଇ…

ସୁରଟ: କୋଟି କୋଟି ଟଙ୍କାକୁ ଏଡାଇ ସନ୍ନ୍ୟାସିନୀର ଜୀବନକୁ ଆପଣାଇ ନେଲେ ହୀରା ବ୍ୟବସାୟୀଙ୍କ ଝିଅ ରେନ୍ସି । ଏହି ଘଟାଣାଟି ସୁରଟରେ ଦେଖିବାକୁ ମିଳିଛି। ତାଙ୍କର ବୟସ ମାତ୍ର ୧୭ ବର୍ଷ । ସେ ନିକଟରେ ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ ଧର୍ମ ଗ୍ରହଣ କରିଛନ୍ତି। ପରିବାର ଏବଂ ସମାଜ ସମ୍ମୁଖରେ…

ଦଳର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଓଡିଶା…

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଆଜି ଏ…

ନେତାଜୀ ବସ ଟର୍ମିନାଲ ବିରୋଧରେ ଦାୟର…

କଟକ: କଟକ ନେତାଜୀ ବସ୍ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏନେଇ କୋର୍ଟରେ ଯୁକ୍ତି ରଖିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର…

ଖେଳୁଥିବା ସମୟରେ ଚଢ଼ି ଗଲା ପିକଅପ୍…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ ଓ ଜଣେ ଗୁରୁତର। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ଏହି ଘଟଣାଟି ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଘଟିଛି। ଗୁରୁତର ନାବାଳିକାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାକଶ ଯେ, ମୃତ ନାବାଳିକାଙ୍କ ଘରଲୋକେ ମହୁ…

ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ, ୨୫…

ନୂଆପଡା:ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ ଓ ୨୪ ଗୁରୁତର। ଏହି ମର୍ମନ୍ତୁଦ ଦୁର୍ଘଟଣାଟି କୋମନା ଥାନା ବିଲେଞ୍ଜୋରର ତରବୋଡରେ ଘଟିଛି। କନିଆ ଛାଡି ଫେରିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନା କରିବାକୁ ପଡିଛି। ଦୁର୍ଘଟଣାରେ ୨୪ ଜଣ ଗୁରୁତରଙ୍କ ମଧ୍ୟରୁ ୯ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାୟ…