Odisha Link
Bridging the Missing Links in Odisha
Daily Archives

February 15, 2021

ବସ୍ତି ପିଲାଙ୍କ ଶିକ୍ଷା ପାଇଁ “ମୋ…

ଭୁବନେଶ୍ୱର: ସାମାଜିକ ସଂଗଠନ ଭୁବନେଶ୍ୱର ବିକାଶ ସଂଗଠନ ପକ୍ଷରୁ ମଞ୍ଚେଶ୍ୱର ଅଞ୍ଚଳର ଲାଇନ୍ବ ସ୍ତିରେ ମୋ ଚାଟଶାଳୀ; କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବିଶେଷ କରି ତାଲାବନ୍ଦ ସମୟରେ ବିଦ୍ୟାଳୟ ସ୍ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଭୁବନେଶ୍ୱର ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର…

ରାଜଧାନୀରୁ ଲେଡି ଡନ୍‌ ଗିରଫ

ଭୁବନେଶ୍ବର: ଭୁବନେଶ୍ୱରର ଆଜାଦ ନଗର ବସ୍ତିରୁ ଗିରଫ ହେଲେ ଲେଡି ଡନ୍। ବାନୋ ଓରଫ ଆସମା ବିବିକୁ ଗିରଫ କରିଛି ପୁଲିସ। ଏହି ଲେଡି ଡନ୍‌ ବିରୋଧରେ ରହିଛି ଅନେକ ଅଭିଯୋଗ। ପୁଲିସ କର୍ମଚାରୀଙ୍କୁ ମାଡ ମାରିବା ସହ ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି କଙ୍ଗାରୁ କୋର୍ଟ ଚଳାଇଥିଲେ ଏହି ଲେଡି ଡନ୍‌। ଯାହାର ଭିଡିଓ…

ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ…

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକାମ୍ରକ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଠିରେ ଅନନ୍ତ ବାସୁଦେବ ଓ ବ୍ରହ୍ମଶ୍ୱେର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ହୋଇଛି । କୌଣସି ଦେବଦେବୀ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ…

ଆଜିଠାରୁ ବୟସ୍କମାନଙ୍କ ପ‌ାଇଁ ମାଗଣା…

ଚେନ୍ନାଇ: ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସ୍‌ରେ ମାଗଣା ଟିକେଟ୍‌ ବ୍ୟବସ୍ଥା ଲାଗୁ କରିଛି ଏମ୍‌ଟିସି । ପ୍ରାୟ ୧୩ ମାସ ପରେ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ଏହା ଲାଗୁକରିଛି । ଏହି ବ୍ୟବସ୍ଥା ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନୁସାରେ ୬୦…

ଜାତି ନନ୍ଦିଘୋଷ କନକ୍ଳେଭରେ ସୋଆ…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ 'ଜାତି ନନ୍ଦିଘୋଷ କନକ୍ଳେଭ' ଅବସରରେ…

କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ

ଭୁବନେଶ୍ୱର: କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ। ବାଇ-ଲ ପ୍ରତ୍ୟାହାର ଦାବିରେ ସେବାୟତମାନେ ଏହି ପ୍ରତିବାଦ କରିବେ। ରାଜ୍ୟର ସବୁ ମନ୍ଦିରରେ ସକାଳ ୧୦ ଘଟିକାରେ ପ୍ରତିବାଦ କରାଯିବ। ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ…

ଏଥର ବହୁତ କମ ପୋଷ୍ଟର ଲାଗିଥିଲା:…

ଭୁବନେଶ୍ୱର: ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଛନ୍ତି। ସାସଂଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏଥର ବହୁତ କମ ପୋଷ୍ଟର ଲାଗିଥିଲା। ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ। ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି କହିଛନ୍ତି ଅପରାଜିତା। ସେ…

ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା। ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ ପଣ୍ଡା। ସେ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକମାନଙ୍କୁ କୋଭିଡ…

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ଗୁଜରାଟ: ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଟିକାକରଣ ମଧ୍ୟ ଚାଲିଛି। ଏହାରି ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅହମଦାବାଦର ୟୁ.ଏନ ମେହତା ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଭର୍ତ୍ତି କରାଯାଇଛି। ଏବେ ବିଜୟଙ୍କ ସ୍ୱାସ୍ଥ…

ବନ୍ଦ ବେଳେ କଂଗ୍ରେସ କର୍ମୀ-ପୋଲିସ…

ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଅହେତୁକ ତୈଳଦର ବୃଦ୍ଧି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା। କଂଗ୍ରେସର ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ବିକ୍ଷୋଭ ଦେଖିବାକୁ ମିଳିଛି। ବିଧାନସଭା ଆଡକୁ ମୁହାଁଇଲା ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି।…