Odisha Link
Bridging the Missing Links in Odisha

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ଗୁଜରାଟ: ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଟିକାକରଣ ମଧ୍ୟ ଚାଲିଛି। ଏହାରି ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅହମଦାବାଦର ୟୁ.ଏନ ମେହତା ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଭର୍ତ୍ତି କରାଯାଇଛି। ଏବେ ବିଜୟଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନାମୁତାବକ, ଗତକାଲି ମୁଖ୍ୟମନ୍ତ୍ରୀ ବରୋଦା ନିର୍ବାଚନୀ ସଭା ମଞ୍ଚରେ ହଠାତ୍ ବେହୋସ୍ ହୋଇଯାଇଥିଲେ।

Comments are closed.