Odisha Link
Bridging the Missing Links in Odisha

ଓପିଟିସିଏଲ ପାଓ୍ୱାର ଗ୍ରୀଡ୍‌ରେ ଅଗ୍ନିକାଣ୍ଡ

ଢେଙ୍କାନାଳ: ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ସ୍ଥିତ ଏହି ଓପିଟିସିଏଳ ପାୱାର ଗ୍ରୀଡ଼ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲ ପାୱାର ଗ୍ରୀଡ଼ରେ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରବିବାର ସକାଳ ପ୍ରାୟ ସାଢ଼େ ୭ତା ସମୟରୁ ଏହି ନିଆଁ ଲାଗିଛି। ନିଆଁ ଅତି ଭୟଙ୍କର ହୋଇ ଉଠୁଛି।

ଅଗ୍ନିକାଣ୍ଡର ସଠିକ କାରଣ କଣ ଜଣା ପଡି ନଥିଲେ ମଧ୍ୟ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ତେବେ ନିଆଁକୁ ଆୟତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳ ବାହିନୀ ସହ ବନରପଲ, ହିନ୍ଦୋଳରୋଡ଼, ଅନୁଗୁଳ, ଖଜୁରିଆକଟା ଆଦିର ଅନ୍ୟୁନ ୧୦ରୁ ଉର୍ଧ୍ୱ ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।

In the early s, the Yuzpe regimen was developed by A. viagra online malaysia Albert Yuzpe in ; [77] progestin-only postcoital contraception was investigated ; [78] and the copper IUD was first studied for use as emergency contraception The Yuzpe regimen became the standard course of treatment for postcoital contraception in many countries in the s.

Leave A Reply

Your email address will not be published.