Odisha Link
Bridging the Missing Links in Odisha
Daily Archives

February 21, 2021

ଆସନ୍ତାକାଲି ରାଜ୍ୟ ବଜେଟ୍

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବଜେଟ୍। ଏହି ବଜେଟ୍‌ରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ। ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ। କରୋନାର ମହାମାରୀ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ କେନ୍ଦ୍ର ବଜେଟରେ…

୨୦୨୨ରେ ହେବ ଚନ୍ଦ୍ରଯାନ-୩ର ଉତକ୍ଷେପଣ:…

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ ଏପ୍ରିଲରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ ନେଇ ଯୋଜନା କରିଥିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)। ମାତ୍ର କରୋନା ମହାମାରୀ ପାଇଁ ଏହା ସମ୍ଭବ ହୋଇପାରିନଥିଲା।ଏବେ ଭାରତର ଚନ୍ଦ୍ରକୁ ଯିବାର ତୃତୀୟ ମିଶନ ଚନ୍ଦ୍ରଯାନ-୩ ୨୦୨୨ରେ ଲଞ୍ଚ କରାଯିବାର…

୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ…

ଗଜପତି: ୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର। ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ୧୦ ଦିନ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁଯାୟୀ, ଫେବୃଆରୀ ୨୨ରୁ ମାର୍ଚ୍ଚ ୩…

ମାଳଦ୍ବୀପକୁ ୫ କୋଟି ଡଲାର ପ୍ରତିରକ୍ଷା…

ମାଲେ: ଭାରତ ସର୍ବଦା ମାଳଦ୍ବୀପର ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ରହିବ ବୋଲି ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରବିବାର କହିଛନ୍ତି। ଭାରତ ମାଳଦ୍ବୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି ବୋଲି…

ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି। ଏହାର ଶବ୍ଦ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଭାରତ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଡା. ସ୍ୱାତୀ ମୋହନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଜର ସ୍ୱପ୍ନ ସାକାର କରିବା ସହ ଭାରତର ନାଁକୁ ମଧ୍ୟ ସେ…

ଆଜି ମଧ୍ୟରାତ୍ରିରୁ ଏହି ରାଜ୍ୟରେ କମିବ…

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗରେ ତେଲ ଦର ୧ ଟଙ୍କା କମ୍ କରିଛି ମମତା ସରକାର। ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ। କିଛି ସ୍ଥାନରେ ତେଲ ଦର ଶହେ ପାର୍ କଲାଣି। ଯାହାକୁ ନେଇ ଏବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ…

ପୁଣି ସାହାର୍ଯ୍ୟର ହାତ ବଢ଼ାଇଲେ ସୋନୁ, ୪…

ମୁମ୍ବାଇ: ଗତ ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ଜଳପ୍ରଳୟରେ ବହୁ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ପରିବାର ଅନାଥ ମଧ୍ୟ ହୋଇଛନ୍ତି। ଏବେ ବି ନିଖୋଜ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡର ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ୍।…

୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ବଙ୍ଗାଳିଗୁଡା ନିକଟରୁ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁଙ୍କୁ ଆନ୍ଧ୍ର ଚାଲାଣ କରାଯିବା ସମୟରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରିଛନ୍ତି। ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର…

ହାଇସ୍କୁଲ ବହି କିଣା: ଲାଞ୍ଚ ପାଇଁ ଖୋଲା…

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଉଚ୍ଚବିଦ୍ୟାଳୟ ସରକାରୀ ଯୋଜନାରେ ପାଠାଗାର ନିମନ୍ତେ ଓଡ଼ିଶାର ବିଭିନ୍ନ ପ୍ରକାଶକଙ୍କ ଠାରୁ ବହି କିଣିବେ। ଏ ନେଇ ସରକାରୀ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନ ଥିବା ବେଳେ ବିଭିନ୍ନ ଜିଲ୍ଲାରେ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଜ ବ୍ୟାବସାୟିକ ଜାଲରେ ଛନ୍ଦିବା…

ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ…

ପଟ୍ଟାମୁଣ୍ଡାଇ: ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ ବରଯାତ୍ରୀ ଅସୁସ୍ଥ। ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲ୍ଲିକଙ୍କ ବାହାଘରରେ ବରଯାତ୍ରୀମାନେ ବାହାଘର ଭୋଜି ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ…