Odisha Link
Bridging the Missing Links in Odisha
Daily Archives

February 21, 2021

ମମତାଙ୍କ ପୁତୁରା ବୋହୂଙ୍କୁ ସିବିଆଇ ସମନ୍

କଲିକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ପାଇଁ ସିବିଆଇ ଅଡୁଆ ଦେଖିବାକୁ ମଳିଲାଣି। କୋଇଲା ଦୁର୍ନୀତି ମାମଲାରେ ମମତାଙ୍କ ପୁତୁରା ବୋହୂ ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ସିବିଆଇ ପକ୍ଷରୁ ରବିବାର ସମନ୍‌ ଜାରି କରାଯାଇଛି।…

ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ…

ବାଲିଗୁଡ଼ା: ଜଳେଶପଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଗିରଫ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍। କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲାରେ ରାୟଗଡ଼ା ବିଷମକଟକରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ। ସୂଚନାଯୋଗ୍ୟ,…

କରିନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଛନ୍ତି ପୁଣି ଜଣେ ନୂଆ ଅତିଥି। ପୁଣି ଏକ ପୁତ୍ର ସନ୍ତାନର ଜନଚର ହେଲେ ବେବୋ। ଆଜି କରିନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କରିନା ଓ ସୈଫଙ୍କ ଫ୍ୟାନ୍ସମାନେ ଅଭିନନ୍ଦନ ମଧ୍ୟ…

କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ SRCଙ୍କ…

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ସୁବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି। ସର୍ବସାଧାରଣ ସ୍ଥାନ ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ…

ଯୋରନ୍ଦା ମେଳାକୁ ବାହାର ସାଧୁସନ୍ଥଙ୍କୁ…

ଢେଙ୍କାନାଳ: କରୋନା କଟକଣା ମଧ୍ୟରେ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଆସନ୍ତା ମାର୍ଚ୍ଚ ୧୫ରୁ ୧୭ ମଧ୍ୟରେ କରୋନା କଟକଣା ଭିତରେ ହେବ ଯୋରନ୍ଦା ମାଘ ମେଳା। ଚଳିତ ବର୍ଷ ଯୋରନ୍ଦା ମାଘ ମେଳାରେ କେବଳ ଜିଲ୍ଲାର ସାଧୁସନ୍ଥଙ୍କୁ ଭାଗନେବାକୁ ଅନୁମତି ମିଳିଛି। ଜିଲ୍ଲାର ସାଧୁସନ୍ଥଙ୍କୁ କରୋନା…

ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା…

ସୁନ୍ଦରଗଡ: ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଭାଗବାନସାହି ମୁଣ୍ଡା ବସ୍ତିରେ। ସୂଚନା ମୁତାବକ, ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି…

କାଲିଠୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣି ଫେରିଲା ନାଇଟ କର୍ଫ୍ୟୁ। କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ। ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସଂକ୍ରମଣ…

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,…

ମାଲକାନଗିରି: ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋାଗ୍ୟ ଯେ, ପ୍ରତିଦିନ ଭଳି ଆଜି ସକାଳୁ…

ଗଞ୍ଜାମ ଜିଲ୍ଲାରେ ନୂଆ ଷ୍ଟ୍ରେନ୍‌…

ଗଞ୍ଜାମ: ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ କୋଭିଡ଼ର ପୁନଃ ପ୍ରଭାବ ପ୍ରସଙ୍ଗ ଏବେ ନୂଆ ରୂପ ନେଇଛି। ସତର୍କତା ଅବଲମ୍ବନ ନେଇ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। କରୋନା ଗାଇଡ଼ଲାଇନ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସତର୍କ…

ଭଡ଼ା ଘରେ ଚାଲିଥିଲା ଦେହ ବେପାର: ୪ ମହିଳା…

ଭଦ୍ରକ: ପୁଣିଥରେ ସେକ୍ସ ରାକେଟ ଠାବ କରିଲା ପୁଲିସ। ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ସ୍ଥାନୀୟ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।…