Odisha Link
Bridging the Missing Links in Odisha
Daily Archives

February 21, 2021

ଅବସ୍ଥାକୁ ଦେଖି ବିଚାର କରାଯିବ: ସମୀର…

ଭୁବନେଶ୍ବର: ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟେ କୋଭିଡ଼ର ପୁନଃ ପ୍ରଭାବ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ ଏବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଯଦିଓ ଭୟାବହତା ନାହିଁ। ତେବେ ହାଲକାରେ ନେବା…

ପୁଣି ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ

ବାଲିଗୁଡ଼ା: ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍। ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ। ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ। ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ…

ଓପିଟିସିଏଲ ପାଓ୍ୱାର ଗ୍ରୀଡ୍‌ରେ…

ଢେଙ୍କାନାଳ: ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ସ୍ଥିତ ଏହି ଓପିଟିସିଏଳ ପାୱାର ଗ୍ରୀଡ଼ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା…

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ଉଦ୍ଧାର…

ନୂଆଦିଲ୍ଲୀ: ଚମୋଲିରେ ବିଶାଳ ତୁଷାରଖଣ୍ଡ ଧସିବା ଘଟଣାରେ ଆଉ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର। ଏହାକୁ ମିଶାଇ ତପୋବନ ଜଳଭଣ୍ଡାରର ଭଗ୍ନାଂଶ ମଧ୍ୟରୁ ସମୁଦାୟ ୬୭ଟି ଶବ ଉଦ୍ଧାର କରାଗଲାଣି। ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ…

ଆଜିଠାରୁ ପୁଣି କଡ଼ାକଡ଼ି ହେବ କୋଭିଡ୍…

ଭୁବନେଶ୍ବର: ମହାରାଷ୍ଟ୍ର ଓ କେରଳରେ କରୋନା ପୁଣି କାୟାବିସ୍ତାର କଲାଣି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ଅଣ୍ଟା ଭିଡ଼ିଛନ୍ତି। ବର୍ତ୍ତମାନ ଭୁବନେଶ୍ବର ସ୍ଥିତି ଦେଖିଲେ ଲାଗୁଛି ଯେମିତି କରୋନା ଆଉ କରୋନା ନାହିଁ। କରୋନା କଟକଣାକୁ ସବୁ ନିୟମକୁ ଦଳିମକଚି ଦେଉଛନ୍ତି ସ୍ମାର୍ଟସିଟି ବାସିନ୍ଦା। ଏହାଦେଖି…

ରାଜଧାନୀରେ ୯୧ ଟପିଲା ପେଟ୍ରୋଲ ଦର

ଭୁବନେଶ୍ବର: କିଛି ଦିନ ହେବ ଦେଶରେ କ୍ରମାଗତଭାବରେ ‌ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏଥିଯୋଗୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ୯୧ ଟଙ୍କା ଏବଂ ଡିଜେଲ ୮୮ ଟଙ୍କା ଟପିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୮୮…

କର୍ଲାପାଟରେ ଆଉ ଏକ ହାତୀ ଛୁଆ ମୃତ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି। ଗତକାଲି ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ଗଳିତ ମୃତ ଦେହ ଠାବ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ ପରେ ହାତୀ ମୃତ୍ୟୁର କାରଣ ଜାଣିବାକୁ ଟିମ ସଂଗ୍ରହ…

କାଲିଠାରୁ ରାଜ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଏହା ସହିତ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ କନ୍ଧମାଳ, ବରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା…

ଆଜି କୃଷକ ନେତାଙ୍କ ସହ ଦିଲ୍ଲୀ…

ନୂଆଦିଲ୍ଲୀ: ଦୀର୍ଘ ୮୭ ଦିନ ଧରି ଆନ୍ଦୋଳନରତ କୃଷକ ସଂଗଠନର ନେତାମାନଙ୍କ ସହ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଲୋଚନା କରିବେ। ଦିଲ୍ଲୀ ବିଧାନସଭା ପରିସରରେ ଏକ ଆଲୋଚନା ହେବ। ଏଥିରେ କେଜ୍ରିୱାଲଙ୍କ ସମେତ ଦଳର ଅନ୍ୟ କିଛି ବରିଷ୍ଠ ନେତା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେମାନେ କୃଷି…