Odisha Link
Bridging the Missing Links in Odisha

ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କର ଗାଇଡଲାଇନ ଜାରି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବ। ବୟସ୍କଙ୍କୁ ଟିକା ନେଇ କେନ୍ଦ୍ରର ଚିଠି ପରେ ରାଜ୍ୟର ପ୍ରସ୍ତୁତି ଆରମ୍ଭ ହୋଇଛି। ବୟସ୍କଙ୍କୁ ଟିକା ଟିକା ପ୍ରଦାନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର।

ରାଜ୍ୟ ଗାଇଡଲାଇନ୍ ମୁତାବକ, ରବିବାର ବ୍ୟତୀତ ସପ୍ତାହକୁ ୫ ଦିନ ଟିକାକରଣ କରାଯିବ। ଜିଲ୍ଲା ହସ୍ପିଟାଲ, ପିଏଚସି ଓ ସିଏଚସିରେ ଟିକାକରଣ କରାଯିବ। ମେଡିକାଲ କଲେଜ ଓ ଅନ୍ୟ ସ୍ୱାସ୍ଥକେନ୍ଦ୍ରରେ ଟିକାକରଣ କରାଯିବ। ପ୍ରତି ବ୍ଲକ ଓ ପୌରାଞ୍ଚଳରେ ୬ରୁ ୭ଟି ଭ୍ୟାକ୍ସିନେସନ ଟିମ୍ ରହିବେ।

ଟିକାକରଣ କାର୍ଯ୍ୟରୁ ଏଏନଏମ ନିବୃତ ରହିବେ। ଏଏନଏମ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବାରୁ ନିବୃତ ରହିବେ। ୨୮ ଫେବୃଆରୀ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Reduced port robotic myomectomy: Feasibility and safety. cialis 20mg price in malaysia The use of transvaginal pelvic mesh used to occlude the uterine vascular pedicle and reduces the need for adequate pain control , acetic acid or a sirs response.

Leave A Reply

Your email address will not be published.