Odisha Link
Bridging the Missing Links in Odisha
Daily Archives

March 5, 2021

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରାର୍ଥୀ…

କଲିକତା: ଏଥର ପଶ୍ଚିମବଙ୍ଗର ସବୁଠରୁ ବଡ଼ ଲଢ଼େଇ ହେବାକୁ ଯାଉଛି। ଏହି ହେବ ନନ୍ଦିଗ୍ରାମରେ। ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ…

ରାଜ୍ୟରେ ୩୦୦୦ ମୋ ସେବା କେନ୍ଦ୍ର ଓ…

ଭୁବନେଶ୍ୱର: ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ। ଏହି ଦିନକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ୫ଟି ଉପକ୍ରମ ଅନୁଯାୟୀ ଏହି…

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ

ତେଲକୋଇ: ଶିକାର ଉଦ୍ଦେଶରେ ଜଙ୍ଗଲରେ ନିଆଁ ଲଗାଇଥିବା ୩ ଜଣଙ୍କୁ ଗିରଫ କରିଛି ତେଲକୋଇ ବନ ବିଭାଗ । ସେମାନେ ହେଲେ ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋର୍ବଦ୍ଧନ ଜୁଆଙ୍ଗ। ସେମାନଙ୍କଠାରୁ ୩ଟି ଧନୁ ତୀର ମଧ୍ୟ ଜବତ କରାଯାଇଛି। ଶିକାରୀଙ୍କ ଆକ୍ରମଣରେ ବିମଳା ଫରେଷ୍ଟ ବିଟର ଜଣେ କର୍ମଚାରୀ ମଧ୍ୟ ଆହତ…

ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ…

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସ ମାମଲା ସହ ଜଡ଼ିତ ଥିବା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି ନାର୍କୋଟିକ୍‌ସ କଣ୍ଟ୍ରୋଲ୍‌ ବ୍ୟୁରୋ। ମାର୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ…

କଟକ ଫ୍ୟାମିଲି କୋର୍ଟରେ ହେବ ବର୍ଷା ଓ…

ଭୁବନେଶ୍ୱର: ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଶୁଣାଣି କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି। ସେମାନଙ୍କ ମାମଲାର ଶୁଣାଣି ପଟିଆଲା ହାଉସ୍ କୋର୍ଟ ପରିବର୍ତ୍ତେ କଟକରେ ମାମଲାର ଶୁଣାଣି ହେବ। ଅନୁଭବଙ୍କ ଓକିଲ ନିଜର ପ୍ରତିକିୟା ପ୍ରକାଶ କରିଛନ୍ତି…

ମଞ୍ଚରେ କାନ ଧରି ଉଠବସ୍‌ ହେଲେ ବିଜେପି…

କୋଲକାତା: ରୋଚକ ସ୍ଥିତିରେ ପଶ୍ଚିମବଙ୍ଗ ରାଜନୀତି। ଆଉ କିଛି ଦିନ ପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା। ଅନ୍ୟପଟେ ବିଭିନ୍ନ ଦଳ ବିଜୟୀ ହେବା ପାଇଁ ଆପଣାଉଛନ୍ତି ଭଲିକି ଭଳି ରଣକୌଶଳ। ଏପରିକି ରାଜନୈତିକ ଅଙ୍କକଷା ମଧ୍ୟରେ ଚାଲିଛି ଦଳ ଅଦଳବଦଳ…

ରାଜ୍ୟରେ କରୋନା: ୯୧ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୨୦ରେ ପହଞ୍ଚିଛି ।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୮ ଜଣ ସ୍ଥାନୀୟ ବାସିନ୍ଦା…

ବିଜୁବାବୁଙ୍କର ଲକ୍ଷ୍ୟ ଥିଲା ଓଡ଼ିଶାକୁ…

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି,‘ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ତାଙ୍କର…

କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ବାପଘରୁ ଶାଶୁଘରକୁ ଯିବା ସମୟରେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁରେ ।ମୃତକ ହେଲେ ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ। ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର…

ଧାନକିଣାରେ ଅନିୟମିତତା: ୨ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅନିୟମିତତା ଅଭିଯୋଗରେ ୨ ନିଲମ୍ବିତ। ଭଣ୍ଡାରୀପୋଖରୀ ଥାନା ମାଳଦା ସମବାୟ ସମିତିର ୨ ଜଣଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁସାରେ ସମ୍ପାଦକ ମଦନ ସାହୁ ଓ ଡ଼ାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର ଧଳ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବାରୁ…