Odisha Link
Bridging the Missing Links in Odisha
Daily Archives

March 5, 2021

ଓଡ଼ିଶା ଫେରିଲେ ନବ ଦମ୍ପତି…

ଭୁବନେଶ୍ୱର: ନିକଟରେ ରାଜସ୍ଥାନରେ ବିବାହ ପରେ ଓଡ଼ିଶା ଫେରିଛନ୍ତି ସେଲିବ୍ରିଟି ନବ ଦମ୍ପତି ସବ୍ୟ-ଅର୍ଚ୍ଚିତା। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଉଭୟଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରିଛନ୍ତି ଫ୍ୟାନ। ଗତ ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସବ୍ୟସାଚୀଙ୍କ ସହ ଅର୍ଚ୍ଚିତାଙ୍କ ବିବାହ ସମ୍ପନ୍ନ…

ଉଦଘାଟିତ ହେଲା କିଟର ୬୯ତମ ବରିଷ୍ଠ ଜାତୀୟ…

ଭୁବନେଶ୍ୱର: କିଟ୍‍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍‍ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ ୨୦୨୦-୨୧ ଆଜି ଉଦ୍‍ଘାଟିତ ହୋଇଯାଇଛି। ଭାରତୀୟ ଭଲିବଲ୍‍ ସଂଘ ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର…

କେନ୍ଦ୍ରାପଡ଼ାର ଇସ୍ପାତ୍‌ କାରଖାନା ଓଡ଼ିଶା…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ…

ବିଜୁ ପଟ୍ଟନାୟକଙ୍କୁ ନେଇ ପେନ୍‌ ଇନ୍‌…

ଭୁବନେଶ୍ବର: ଜାତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଓଡ଼ିଆ ନେତା, ସ୍ବପ୍ନଦ୍ରଷ୍ଟା, ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦୁଇଟି ନୂଆ ବହି ଘୋଷଣା କରିଛି। ପ୍ରଥମଟି ପ୍ରସିଦ୍ଧ କବି ଦେବଦାସ…

ଧାନକିଣାରେ ଅନିୟମିତତା: ନିଲମ୍ବିତ ହେଲେ…

ଭୁବନେଶ୍ବର: ନିଲମ୍ବିତ ହେଲେ ସେବା ସମବାୟ ସମିତିର ସଂପାଦକ। ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କ ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ମଧ୍ୟ କାର୍ଯ୍ୟରୁ…

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ କଲେ…

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି। ଆମର ଯୁବଗୋଷ୍ଠୀଙ୍କ ପାଇଁ ଯେକୌଣସି ସ୍ଥାନର ସେମାନଙ୍କ…

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଏମଏସଏମଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏ ଚାଲିବ।ରାଜ୍ୟର ବାଣିଜ୍ୟ ଓ…

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆ ସାମିଲ ହେବାକୁ ଉଚ୍ଛା…

ସଉଦା ଅଛି ରୋଷେଇଆ ନାହିଁ: ସମୀର

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ପଞ୍ଚାୟତରାଜ ଦିବସକୁ ବହୁ ଆଡମ୍ବର ଭାବେ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ୧୩ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ପ୍ରତିଟି…

କ୍ଷେପଣାସ୍ତ୍ର ଏସଏଫଡ଼ିଆରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆଜି ସଲିଡ ଫ୍ୟୁଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ମିସାଇଲର ସଫଳ ପରୀକ୍ଷଣ କରିଛି ଡିଆରଡିଓ। ଓଡ଼ିଶାର ଚାନ୍ଦିପୁର ଆଇଟିଆରରୁ ଏହାର ସଫଳ ପରୀକ୍ଷଣ ହୋଇଛି। ଏହା ଭାରତ ଓ ଋଷ ପକ୍ଷରୁ ମିଳିତ ଭାବେ ବିକଶିତ ମିସାଇଲ ଟେକ୍ନୋଲୋଜି। ଡିଆରଡିଓ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗ୍ରାଉଣ୍ଡ ବୁଷ୍ଟର ମୋଟର…