Odisha Link
Bridging the Missing Links in Odisha
Daily Archives

March 29, 2021

Fact Check: ବାଂଲାଦେଶ ସ୍ବାଧୀନତା,…

ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍‌ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ।…

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର…

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବାରେ ଅଭାବନୀୟ ଘଟଣା। ଚମ୍ବା ଜିଲ୍ଳାର ସୁଇଲା ଗ୍ରାମର ଜଣଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଘରେ ରହିଥିବା କିଛି ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।…

ଏବେ ସ୍କୁଲ ବନ୍ଦ ହେବ ନାହିଁ: ଗଣଶିକ୍ଷା…

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ରାଜ୍ୟର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟର ସରକାରୀ ସ୍କୁଲ ବନ୍ଦ ହେବକି ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ…

କଟକ: ରଙ୍ଗର ପର୍ବ ହୋଲିରେ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି। କଟକ ବକ୍ସି ବଜାର ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜଲାଲ ଆଦେନିଙ୍କ ପରଲୋକ ନେଇ ତାଙ୍କ ପରିବାର…

ଆଜି ହୋଲି: ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ସାରାଦେଶ ରଙ୍ଗର ରଙ୍ଗରେ ରଙ୍ଗେଇ ହୋଇଛି। କୋଭିଡ କଟକଣା ମଧ୍ୟରେ ଦେଶବାସୀ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି। ହେଲେ କୋଭିଡ କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଏବର୍ଷ ବି ଟିକେ ଫିକା ପଡ଼ିଛି ହୋଲି ଖେଳ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି।…