Odisha Link
Bridging the Missing Links in Odisha

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ। ୨୦୧୯-୨୦ ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ। ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସାଧାରଣ ଓ ସାମାଜିକ, ରାଜସ୍ବ ଓ ଆର୍ଥିକ କ୍ଷେତ୍ରରେ ସିଏଜି ରିପୋର୍ଟ ପ୍ରକାଶ କରାଯାଇଛି।

Comments are closed.