Odisha Link
Bridging the Missing Links in Odisha
Monthly Archives

April 2021

ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ,…

ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିଦିଅନ୍ତୁ। କାରଣ ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ଅନୁଯାୟୀ ସାପ୍ତାହିକ ଛୁଟି, ନେସନାଲ ହଲିଡେ ସମେତ ମେ' ମାସରେ ବ୍ୟାଙ୍କଗୁଡିକ ୧୨ ଦିନ…

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ୫ କେଜି ଚାଉଳ। କରୋନା ସମୟରେ ଆଜି ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ଏଣିକି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ୫ କେଜି ଚାଉଳ ପାଇବେ । ମେ ଓ ଜୁନ ଦୁଇ…

ଭୁବନେଶ୍ୱରରେ ଅଣାୟତ୍ତ କରୋନା, ପୁଣି…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ୮ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦିନକରେ ହଜାରେରୁ ଅଧିକ…

ଲଜ୍ଜା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମାସେ…

ସାଲେପୁର: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମାସେ ଧରି ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଲୋମଟାଙ୍କୁରା ଘଟଣା ଘଟିଛି ମାହାଙ୍ଗା ଥାନା ଅଞ୍ଚଳରୁ। ଏନେଇ ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ସୂଚନା ମୁତାବକ, ନାବାଳିକା ଜଣଙ୍କ…

ରିଲ୍‌ ହିରୋରୁ ସାଜିଲେ ରିଅଲ ହିରୋ,…

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଅଣାୟତ୍ତ ହେବାରେ ହୋଇପଡିଲାଣି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ସାହାର୍ଯ୍ୟ କରିବାକୁ କନ୍ନଡ଼ ସିନେମାର ସୁପରଷ୍ଟାର ଅର୍ଜୁନ ଗୌଡ଼ାଙ୍କ ରିଲ୍‌ ହିରୋରୁ ସାଜିଛନ୍ତି ରିଅଲ୍‌ ହିରୋ। ବଲିଉଡ ଅଭିନେତା ସୋନୁ ସୁଦଙ୍କ…

ରାଜ୍ୟରେ ଦିନ ୨ଟା ପରେ ଦୋକାନ ବନ୍ଦ

ଭୁବନେଶ୍ଵର: ରାଜ୍ୟରେ ଏଣିକି ଦିନ ୨ଟା ପରଠାରୁ ବନ୍ଦ ରହିବ ଦୋକାନ ବଜାର। କରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ ପରଠାରୁ ଦୋକାନ ବନ୍ଦ ରହିବ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା…

୨୦୨୧ ନିମନ୍ତେ ଶ୍ରେଷ୍ଠ ପ୍ରାଧ୍ୟାପକ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ତାଙ୍କର…

ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା…

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା କଟକଣା। କରୋନା ମହାମାରୀର ଦିତ୍ବୀୟ ଲହରକୁ ଦୃଷ୍ଟିରେ ରଖି ଡିଜିସିଏ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି କଟକଣା କାର୍ଗୋ ବିମାନ ଉଡାଣ ଉପରେ ଲାଗୁ ହେବ ନାହିଁ। ଯଦି ଦରକାର ହୁଏ…

କରୋନାରେ ‘ଶୁଟର ଦାଦି’ଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: କରୋନାରେ ‘ଶୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କ ଦେହାନ୍ତ ହୋଇଯାଇଛି । ମେରଠର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସୂଚନା ଅନୁସାରେ ‘ଶୁଟର ଦାଦି' ଗତ ୨୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଗୁ ସ୍ୱାସ୍ଥ୍ୟ…

PHOTOS: ପାର୍କ ପାଲଟିଲା ଶ୍ମଶାନ

ନୂଆଦିଲ୍ଲୀ: ଗତବର୍ଷ କରୋନା ପ୍ରଥମ ତରଙ୍ଗ ଆସିବା ବେଳେ ସ୍ପେନ୍‌ ଆଉ ଇଟାଲିରେ କିଭଳି ସ୍ଥତି ଥିଲା ଟିକେ ମନେପକାନ୍ତୁ। ଶହଶହ ଶବ ଗଦା ହୋଇ ପଡ଼ିଥିଲା। କବର ଦେବା ପାଇଁ ସେସବୁ ଦେଶରେ ସ୍ଥାନ ଶେଷ ହୋଇଯିବାରୁ ଖେଳପଡ଼ିଆ, ପାର୍କ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ଅସ୍ଥାୟୀ ଭାବେ କବରଖାନାରେ ପରିଣତ…