Odisha Link
Bridging the Missing Links in Odisha

ପୁରୀ ଚନ୍ଦନପୁର ଥାନା ୱାଟର ପାର୍କରେ ଗୁଳିମାଡ଼ ଘଟଣା: ୭ ଅଭିଯୁକ୍ତ ଗିରଫ

ତେବେ କେଉଁ କାରଣରୁ ସେମାନେ ଏଭଳି କାଣ୍ଡ ଘଟାଇ ଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ଓଏଲ୍‌ ବ୍ୟୁରୋ: ପୁରୀ ଚନ୍ଦନପୁର ଥାନା ୱାଟର ପାର୍କରେ ବୋମା ଓ ଗୁଳିମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିଥିଲା। ତଦନ୍ତ କ୍ରମେ ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଏଥିସହ ଅଭିଯୁକ୍ତଙ୍କ ଠାରୁ ୨ ବନ୍ଧୁକ ଓ ୪ ଗୁଳି ଜବତ କରିଛି ପୁଲିସ। ତେବେ କେଉଁ କାରଣରୁ ସେମାନେ ଏଭଳି କାଣ୍ଡ ଘଟାଇ ଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.