Odisha Link
Bridging the Missing Links in Odisha

ବସ୍‌ ମାଲିକଙ୍କୁ ଏସଟିଏର ଚେତାବନୀ, ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଅଧିକ ଭଡ଼ା ନେଉଥିବାରୁ ଜବତ ହୋଇଥିଲା ୨ଟି ବସ୍‌।

ଓଏଲ୍‌ ବ୍ୟୁରୋ: ବସ୍‌ ମାଲିକଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚେତାବନୀ। ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ଯାତ୍ରୀଙ୍କୁ ହଇରାଣ କଲେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଅଧିକ ଭଡ଼ା ନେଉଥିବାରୁ ଜବତ ହୋଇଥିଲା ୨ଟି ବସ୍‌।

ପୂର୍ବରୁ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ପରିବହନ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଛି।