Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିରର ଜେଣ୍ଡର କୋର୍ଡିନେଟର

ବଲାଙ୍ଗିରର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗୀନି ଯୋଶୀ।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ମହିଳା ସରକାରୀ କର୍ମଚାରୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ପଞ୍ଝାରେ ଧରାପଡିଥିବା ମହିଳା ସରକାରୀ କର୍ମଚାରୀ ଜଣକ ହେଲେ ବଲାଙ୍ଗିରର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗୀନି ଯୋଶୀ। ପ୍ରଧାନ ଶିକ୍ଷକଙ୍କ ବିଲ୍‌ ଆଡଜଷ୍ଟ ପାଇଁ ଲାଞ୍ଚ ଲାଞ୍ଚ ନେଉଥିଲେ। ପୁଷ୍ପାଙ୍ଗୀନିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି କରାଯାଇଛି।