Odisha Link
Bridging the Missing Links in Odisha

ଆଜି ମୟୂରଭଞ୍ଜ ବନ୍ଦ ପାଳନ, ଗାଡି ଚଳାଚଳ ଠପ୍

ଓଏଲ୍‌ ବ୍ୟୁରୋ: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କୁଡମି ଏକତା ମଞ୍ଚ ଓଡ଼ିଶା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କୁଡମି ସମାଜର ଉନ୍ନତି ପାଇଁ ବିଭିନ୍ନ ଦାବି ନେଇ ବନ୍ଦ ପାଳନ କରାଯାଉଛି। ଏହା ପ୍ରଭାବରେ ଗାଡି ଚଳାଚଳ ବନ୍ଦ ସହ ରେଳରୋକ୍ ମଧ୍ୟ କରାଯାଇଛି। ଦୋକାନ ବଜାର ମଧ୍ୟ ବନ୍ଦ ହୋଇଛି।