Odisha Link
Bridging the Missing Links in Odisha
Daily Archives

September 20, 2023

ଐତିହାସିକ ମହିଳା ସଂରକ୍ଷିତ ବିଲ୍‌…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଲୋକସଭାରେ ପାରିତ ହୋଇଛି।ପାଖାପାଖି ୮ଘଣ୍ଟାର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଏହି ବିଲ୍। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ…

ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ। ଏଥିପାଇଁ ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ଏନେଇ ବିଜେଡି ସୁପ୍ରିମୋ ନବୀନ…

ବାୟୁସେନାର ଶକ୍ତି ବଢାଇବ ସି-୨୯୫, ଆଜି…

ଓଏଲ୍‌ ବ୍ୟୁରୋ: ବାୟୁସେନାର ଶକ୍ତି ବଢାଇବ ସି-୨୯୫। ପ୍ରଥମ ସି-୨୯୫ ପରିବହନ ବିମାନ ବାୟୁସେନାକୁ ମିଳିଛି। ସ୍ପେନ୍‌ର ସେଭିଲେରେ ଏୟାର ଚିଫ ମାର୍ଶାଲ ଗ୍ରହଣ କଲେ। ଭାରତୀୟ ବାୟୁସେନାର ପ୍ରଥମ ସି-୨୯୫ ପରିବହନ ବିମାନ କିଛି ମିନିଟ୍ ପୂର୍ବରୁ ଭଦୋଦରା ବାୟୁସେନା ଷ୍ଟେସନରେ ଅବତରଣ କରିଛି। ଏହି ବିମାନଟି…

ଗଣେଶଙ୍କ ମୂର୍ତ୍ତି ଭସାଇବା ସମୟରେ ଅଘଟଣ:…

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣେଶ ମୂର୍ତ୍ତି ଭସାଇବା ସମୟରେ ଅଘଟଣ ହୋଇଥିବା ଜଣା ପଡିଛି। ମାଆ ପୁଅ ମିଶି ଗଣେଶ ମୂର୍ତ୍ତି ଭସାଇବାକୁ ନଦୀକୁ ଆସିଥିଲେ। ମୂର୍ତ୍ତି ଭସାଇବାକୁ ଆସି ମାଆ ଆଗରେ ପୁଅ ଭାସିଗଲା। ଚେକାଗୁଡ଼ା ନିକଟ ନାଗାବଳୀରେ ଭସାଇଲା ବେଳେ ପୁଅ…

ମହିଳା ସଂରକ୍ଷଣ ବିଲ୍‌: ସମର୍ଥନ ଜଣାଇଲା…

ଓଏଲ୍‌ ବ୍ୟୁରୋ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଆଉ ଅଧିବେଶନର ଆରମ୍ଭରୁ ମହିଳା ସଂରକ୍ଷଣକୁ ନେଇ ଓଡ଼ିଶାର ବଡ଼ ବିଜୟ ହୋଇଥିଲା। ଏଣିକି ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା। ଲୋକସଭାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଦଳ ତରଫରୁ ବିଲ୍‌କୁ ସମର୍ଥନ…

ଭାରତ-କାନାଡା ତିକ୍ତତା: ଜାରି ହେଲା…

ଓଏଲ୍‌ ବ୍ୟୁରୋ: ଭାରତ କାନାଡା ତିକ୍ତତା ତୀବ୍ର ହେବାରେ ଲାଗିଛି। ଭାରତରେ ରହୁଥିବା ନିଜ ଦେଶର ନାଗରିକମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି କାନାଡା ସରକାର। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସନ୍ଦିଗ୍ଧ ସମ୍ପୃକ୍ତିକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମଧ୍ୟ ଆମିଲିଛି। ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ପ୍ରବାସୀ ଓଡ଼ିଆ ସ୍ୱାତୀ ନାୟକ। ଆମେରିକାରେ ଥିବା ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ଏହି ପୁରସ୍କାର…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପାଇଁ ଜୋର…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଚାରିଦୁଆର ଖୋଲାଯିବା ପ୍ରସଙ୍ଗକୁ ନେଇ ଦାବି ଜୋର ଧରିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଛି। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ…

ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ…

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନଙ୍କ ମାମଲା ନସରୁଣୁ ଆଉ ଜଣେ ହନିଟ୍ରାପ କୁଇନ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ହନିଟ୍ରାପ କୁଇନ ହେଉଛନ୍ତି ଇରାନୀ ପାତ୍ର। ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲାରେ ପୁଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ। ୩ଜଣଙ୍କ…

ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନଦୀରେ ବୁଡ଼ି ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ନଦୀରେ ବୁଡ଼ି ମୃତ୍ୟୁ ରୋକିବାକୁ ୧୦୦ ନଦୀଘାଟ ଫେନସିଂ କରିବାକୁ ଓଡିଶା ରାଜ୍ୟ…