Odisha Link
Bridging the Missing Links in Odisha
Monthly Archives

September 2023

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ,…

ଓଏଲ୍‌ ବ୍ୟୁରୋ: ଏସିଆନ୍‌ ଗେମ୍ସ ୨୦୨୩ର ୭ମ ଦିନରେ ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ। ଗ୍ରୁପ୍‌ ଷ୍ଟେଜର ପୁଲ ଏ ମ୍ୟାଚରେ ପାକିସ୍ତାନକୁ ୧୦-୨ ହରାଇଛି ଭାରତୀୟ ହକି ଦଳ। ଭାରତ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ବିପକ୍ଷରେ ଗୋଲ ଅନ୍ତର ହିସାବରେ ଭାରତର ଏହା ବୃହତ…

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି

ଓଏଲ୍‌ ବ୍ୟୁରୋ: ଦେଶର ଜନସାଧାରଣଙ୍କ ପାଇଁ ଖୁସି ଖବର। ୨ ହଜାର ଟଙ୍କିଆ ନୋଟର ବଦଳାଇବା ଅବଧି ବୃଦ୍ଧି ପାଇଛି। ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା।କିନ୍ତୁ…

ଗୃହ ବିବରଣୀରୁ ବାଦ୍ ପଡ଼ିଲା ‘ମେଣ୍ଟାଲ…

ଓଏଲ୍‌ ବ୍ୟୁରୋ: ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା…

ଅକ୍ଟୋବର ୧ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି…

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।…

ମହିଳା ସଂରକ୍ଷଣ ବିଲ୍‌ରେ ମହାମହିମଙ୍କ…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) ପାରିତ ହୋଇଛି। ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ ବିଲ୍ ବିରୋଧରେ ପଡ଼ିଛି ମାତ୍ର ୨ଟି ଭୋଟ୍। ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ…

ବର୍ଷା ଆଲର୍ଟ: ଆଗାମୀ ୪୮ ଘଣ୍ଟା ମଧ୍ୟରେ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଲାଗିରହିଛି ବିଜୁଳି ଘଡଘଡି ଜନିତ ବର୍ଷା ଆରମ୍ଭ ହୋଇଛି। ବର୍ଷାର ପରିମାଣ କମିବାର ଆଶଙ୍କା କରାଯାଉଥିବାବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି।…

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳ,…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଂଚିଛି। ହୀରାକୁଦ ଡ୍ୟାମ ଅପରାହ୍ନ ୩ଟା ସୁଦ୍ଧା ସର୍ବୋଚ୍ଚ ଜଳସ୍ତର ଛୁଇଁଥିବାବେଳେ ଜଳସ୍ତର ୬୩୦ ଫୁଟରେ…

ଆଗକୁ ସାଧାରଣ ନିର୍ବାଚନ: ସିଇଓଙ୍କୁ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାରି ମଧ୍ୟରେ ନିର୍ବାଚନ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ୱରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ସବୁ ରାଜ୍ୟର…

କାହିଁକି ପାଳିତ ‘ବିଶ୍ୱ ହୃଦୟ ଦିବସ’…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ…

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ:…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବଡ଼ ଧରଣର ବିସ୍ଫୋରଣରେ ୬୦ ଜୀବନ ଚାଲିଯାଇଛି। ପାଖାପାଖି ୧୦୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଏହି ବିସ୍ଫୋରଣ ହୋଇଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ…