ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫୦ ପାର୍, ଶତାଧିକ ଗୁରୁତର
ଓଏଲ୍ ବ୍ୟୁରୋ: ପାକିସ୍ତାନରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବଡ଼ ଧରଣର ବିସ୍ଫୋରଣରେ ୬୦ ଜୀବନ ଚାଲିଯାଇଛି। ପାଖାପାଖି ୧୦୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍ ନିକଟରେ ଏହି ବିସ୍ଫୋରଣ ହୋଇଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ ହୋଇଛି।