Odisha Link
Bridging the Missing Links in Odisha

ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ, ଅଧାବାଟରୁ ଫେରିଗଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଦୁର୍ବୃତ୍ତ ଲଙ୍କା କାଣ୍ଡ କରିଥିବା ଚିତ୍ର ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ। ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆରେ ଭାଙ୍ଗିଦେଲେ। ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନ ଯାଇ ଅଧା ବାଟରୁ ମନ୍ତ୍ରୀ ଫେରିଗଲେ। ନିପାଣିଆରେ ଏକ ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା। ତେବେ ଏଭଳି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ ପରିଚୟ ମିଳିପାରିନାହିଁ।

Leave A Reply

Your email address will not be published.