Odisha Link
Bridging the Missing Links in Odisha

ଘାଟିରେ ଓଲଟିଲା ମିନିବସ, ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଓଏଲ୍‌ ବ୍ୟୁରୋ: ମୋହନାରେ ବଡ଼ ଧରଣର ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ମିନିବସ। ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି। ଅଡବା ଥାନା କୁଡୁକିମାଗାଁ ନିକଟ ଘାଟିରେ ଏହି ଦୁର୍ଘଟଣା ଘଟିଛି।