Odisha Link
Bridging the Missing Links in Odisha
Daily Archives

October 7, 2023

ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସହର ମହକୁୁମାରେ ପଠାଣ ସାହିରେ ଦେଖିବାକୁ ମିଳିଛି ଅନନ୍ୟ ଦୃଶ୍ୟ। ବାପାଙ୍କ ପରଲୋକ ପରେ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛି ଝିଅ। କିଛି ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା କଥା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ…

ଆଜି ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର…

ଓଏଲ୍‌ ବ୍ୟୁରୋ: ଆଜି ଜନ୍ମମାଟିରେ ପହଁଞ୍ଚିବ ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ…

ଏସିଆନ୍‌ ଗେମ୍ସ ଇତିହାସରେ ପ୍ରଥମ, ୧୦୦…

ଓଏଲ୍‌ ବ୍ୟୁରୋ: ଏସିଆନ ଗେମ୍ସ ୨୦୨୩ରେ ଭାରତ ୧୦୦ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଖବର ଲେଖିବା ପର୍ଯ୍ୟନ୍ତ, ଏଥିରେ ୨୫ ସ୍ବର୍ଣ୍ଣ ରହିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ଭାରତକୁ ୧୦୦ତମ ପଦକ ଦେଇଛନ୍ତି। ମହିଳା କବାଡିର ଫାଇନାଲ ମ୍ୟାଚ ଅତ୍ୟନ୍ତ…