Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ବନ୍ଧୁଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନୀ ବୁଲାଣିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ମୃତକ ଢେଳେଇ ଗାଁର କାହ୍ନା ମିଶ୍ର ଓ ଅଇଁଲାଛାଟର ସୁଶାନ୍ତ ସାହୁ। ଗତକାଲି ଉଲୁଣ୍ଡାକୁ ତୁଳସୀ ଗଣନାଟ୍ୟ ଦେଖିବାକୁ ଆସିଥିଲେ। ସକାଳୁ ଘରକୁ ଫେରିବାବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.