Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ହାଇୱା-ଆମ୍ବୁଲାନ୍ସ ଧକ୍କା, ୨ ଗୁରୁତର

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ଘଟଗାଁ ପିପିଳିଆ ନିକଟରେ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଇୱା ଧକ୍କାରେ ଆମ୍ବୁଲାନ୍ସ ଭାଙ୍ଗି ଚୁରମାର୍‌ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କଟକରୁ ରୋଗୀ ଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର୍ ଓ କର୍ମଚାରୀ ଗୁରୁତର ହୋଇଥିବାବେଳେ ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.