Odisha Link
Bridging the Missing Links in Odisha
Daily Archives

October 11, 2023

ଭାଙ୍ଗିଲା ମାଷ୍ଟର ବ୍ଲାଷ୍ଟର ଓ ଗେଲ୍‌ଙ୍କ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି ଆଇସିସି ଦିନିକିଆ ବିଶ୍ବକପ୍‌ର ନବମ ମୁକାବିଲା। ଆଫଗାନିସ୍ତାନ-ଭାରତ ମଧ୍ୟରେ ଚାଲିଛି ହାଇଭୋଲଟେଜ ମୁକାବିଲା। ଆଫଗାନିସ୍ତାନ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୨୭୨ ରନ୍‌ ସ୍କୋର କରିଛି। ଯାହାର ପିଛା କରୁଛି ଭାରତ। ସବୁଠୁ…

ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ;…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା।…

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ: ବିଜେପିକୁ…

ଓଏଲ୍‌ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଅନେକ ଯୋଜନାକୁ ନେଇ ବିରୋଧୀ-ଶାସକଦଳ ମଧ୍ୟରେରେ ଟାଣ ଓଟରା ଚାଲିଛି। ତେବେ ପୁଣି ବିଜେଡି କେନ୍ଦ୍ରୀୟ…

ଇସ୍ରାଏଲକୁ ଭାରତର ସମର୍ଥନ; ଭାରତକୁ…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହାରି ମଧ୍ୟରେ ଭାରତକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ…

ଚାଷୀଙ୍କୁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା,…

ଓଏଲ୍‌ ବ୍ୟୁରୋ: ଚାଷୀଙ୍କୁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା କନେଷ୍ଟବଳ ଚାଷୀଙ୍କୁ ଟଙ୍କା ମାଗି ନିଲମ୍ବିତ ହୋଇଛନ୍ତି। କନେଷ୍ଟବଳ ରାଜକିଶୋର ବାରିକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ଚାଷୀଙ୍କୁ ଟଙ୍କା ମଗା ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା:…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଖୁବ ଜଣାଶୁଣା ଅଭିନେତା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଆଜି ବର୍ଷା ଓ ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି। ଘରୋଇ ହିଂସା ମାମଲାରେ…

ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ,…

ଓଏଲ୍‌ ବ୍ୟୁରୋ: ୮୧ ବର୍ଷରେ ପାଦ ଥାପିଲେ ଶତାଦ୍ଦୀର ମହାନାୟକ ବର୍ଷିଆନ୍ ଅଭିନେତା ଅମିତାଭ ବଚ୍ଚନ। ୧୧ ଅକ୍ଟୋବର ବୁଧବାର ଦିନ ବିଗ୍ ବି ନିଜ ୮୧ତମ ଜନ୍ମଦିନ ପାଳନ କରିଛନ୍ତି। ବିଳମ୍ବିତ ରାତିରେ ବିଗ୍ ବି ନିଜ ପ୍ରଶଂସକ ଏବଂ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି। ଅମିତାଭଙ୍କ ଜନ୍ମଦିନ…

ଜୁନୋଟିକ୍ ରୋଗର ମୁକାବିଲା ପାଇଁ ୱାନ୍…

ଓଏଲ୍‌ ବ୍ୟୁରୋ: ଜୁନୋଟିକ୍ ରୋଗର ମୁକାବିଲା ପାଇଁ ୱାନ୍ ହେଲ୍‌ଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀଙ୍କୁ ନେଇ କର୍ମଶାଳାର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ, ପଶୁ ସଂପଦ, କୃଷି ବିଭାଗ ସହ ଓୟୁଏଟି ଅଧିକାରୀ ଉପସ୍ଥିତ ରହିଛନ୍ତି। ଜୁନୋଟିକ୍ ଡିଜିଜ୍ ପଶୁରୁ ମଣିଷ ଶରୀରକୁ…

ବିଶ୍ବକପ୍‌ ମହାକୁମ୍ଭ ୨୦୨୩: ବୋଲିଂ କରିବ…

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ରେ ଆଜି ନବମ ମୁକାବିଲା ଆରମ୍ଭ ହୋଇଛି। ଦିଲ୍ଲୀରେ ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। ପ୍ରଥମ ମ୍ୟାଚରେ କଙ୍ଗାରୁବାହିନୀ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ହରାଇ…

କାଶ୍ମୀର ଗସ୍ତରେ ମହାମହିମ, ସ୍ବାଗତ କଲେ…

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କାଶ୍ମୀର ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଶ୍ମୀରରେ ପହଂଚିବା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ବାଗତ କରିଛନ୍ତି। ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ବିଭିନ୍ନ…