Odisha Link
Bridging the Missing Links in Odisha

ଜୟପୁର ବାସିନ୍ଦାଙ୍କ ପାଇଁ ଖୁସି ଖବର; ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଓଏଲ୍‌ ବ୍ୟୁରୋ: କୋରାପୁଟର ଜୟପୁର ବାସିନ୍ଦାଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ। ଆସନ୍ତା ୬ ତାରିଖରୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ।

‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ବିମାନ ସେବା ଯୋଗାଇବ। ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବା ସୂଚନା ଜାରି ହୋଇଛି।

Leave A Reply

Your email address will not be published.