Odisha Link
Bridging the Missing Links in Odisha

ରକ୍ତ ଭଣ୍ଡାରରେ ଉପଲବ୍ଧ ହେବ ‘ନାଟ୍’ ପରୀକ୍ଷା; ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ସୁରକ୍ଷିତ ରକ୍ତ ଯୋଗାଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ ୧୧ଟି ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ହୋଇପାରୁଛି। ତେବେ ଆଉ ଅବଶିଷ୍ଟ ୪୫ଟି ରକ୍ତ ଭଣ୍ଡାରରେ ଉପଲବ୍ଧ ହେବ ‘ନାଟ’ ପରୀକ୍ଷା। ରକ୍ତଭଣ୍ଡାରରେ ‘ନାଟ’ ପରୀକ୍ଷା ବ୍ୟବସ୍ଥା ପାଇଁ ପୂର୍ବରୁ ଆବେଦନ ହୋଇଥିଲା।

Leave A Reply

Your email address will not be published.