Odisha Link
Bridging the Missing Links in Odisha

ଭୁବନେଶ୍ୱରର ଏକ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଟ୍ରକ୍ ଓ ଏକାଧିକ ବାଇକ୍‌

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ହଂସପାଳ ଛକ ନିକଟ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ହୁତୁହୁତୁ ହୋଇ ଜଳିଗଲା ଗୋଟିଏ ଟ୍ରକ୍, ଏକାଧିକ ବାଇକ୍‌। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି।

Leave A Reply

Your email address will not be published.