Odisha Link
Bridging the Missing Links in Odisha
Daily Archives

December 21, 2023

ପ୍ରଥମ ସମ୍ମମ୍‌ ସ୍ପୋର୍ଟ୍ସ ମିଟ୍‌…

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସ୍ପୋର୍ଟ୍ସ ମିଟ୍‌ ‘ସମ୍ମମନ୍ୱୟ-୨୦୨୩’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ହକି ତାରକା ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ୍‌ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍‌ର ଏହି ସ୍ପୋର୍ଟ୍ସ ମିଟ୍‌କୁ ଉଦ୍‌ଘାଟନ…

୩୧ତମ ଜିଲ୍ଲା ଘୋଷଣା କରିବେ ନବୀନ!

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର…

ସରିଲା ସଂସଦର ଶୀତ ଅଧିବେଶନ:…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବି ରଖିଲେ ବାଚସ୍ପତି। ସଂସଦର ଶୀତକାଳୀନ ଅଧିବେଶନ ଚାଲି ଥିବା ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହି…

ଆସନ୍ତାକାଲି ଏବର୍ଷର ସବୁଠୁ ଛୋଟ ଦିନ;…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହାବର୍ଷର “ସବୁଠାରୁ ଛୋଟ ଦିନ” ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଉତ୍ତର ମେରୁରେ ଶୀତଦିନ ଆରମ୍ଭ ହୁଏ। ଫଳରେ ଦକ୍ଷିଣ…

ନେତାଙ୍କ ଦଳ ଡିଆଁ ପର୍ବ: ବିଜେଡିରେ…

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ଏହି ପର୍ବରେ ବିଜେଡିରେ ସାମିଲ ହେଲେ କୃଷ୍ଣପ୍ରସାଦ, ପୁରୀ ସଦର, ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ। କର୍ମୀଙ୍କୁ ସ୍ବାଗତ କଲେ ସାଂଗଠନିକ ସମ୍ପାଦକ…

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବାବେଳେ…

ଦିଲ୍ଲୀ ପୁଲିସ ନୁହେଁ, ଏଥର ସଂସଦ ଜଗିବେ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ହୋଇଥିଲା। ସେହିଭଳି ସଂସଦରେ ସୁରକ୍ଷା ତ୍ରୁଟି ନେଇ…

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଦିନ ୧ଟାରେ ମହାପ୍ରଭୁଙ୍କୁ ଲୋକାର୍ପଣ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭…

ଅନୁଭବ-ବର୍ଷା ଛାଡ଼ପତ୍ର ମାମଲା:…

ଓଏଲ୍‌ ବ୍ୟୁରୋ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ସାଂସଦ ଅନୁଭବ…

ବେଆଇନ୍ ବାଲି ଚାଲାଣକୁ ନେଇ ମାମଲା:…

ଓଏଲ୍‌ ବ୍ୟୁରୋ: ବେଆଇନ୍ ବାଲି ଚାଲାଣକୁ ନେଇ ମାମଲା ସାମ୍ନାକୁ ଆସିଛି।କଟକରେ ବେଆଇନ୍ ବାଲି ଚାଲାଣ ମାମଲାରେ ସତ୍ୟପାଠ ଦାଖଲ କରାଯାଇଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ୧୪ଟି ବାଲି ଖାଦାନର ଅନୁମତି ସାମୟିକ ପ୍ରତ୍ୟାହାର ହୋଇଥିବା ଉଲ୍ଲେଖ ହୋଇଛି। ଆଗକୁ ସମସ୍ତ…