Odisha Link
Bridging the Missing Links in Odisha
Daily Archives

December 21, 2023

ଭୁବନେଶ୍ୱରର ଏକ ଗୋଦାମରେ ଅଗ୍ନିକାଣ୍ଡ:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ହଂସପାଳ ଛକ ନିକଟ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ହୁତୁହୁତୁ ହୋଇ ଜଳିଗଲା ଗୋଟିଏ ଟ୍ରକ୍, ଏକାଧିକ ବାଇକ୍‌। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି।

ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ;…

ଓଏଲ୍‌ ବ୍ୟୁରୋ: ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ତେବେ ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ ନେଇ ଖବର ସାମ୍ନାକୁ ଆସିଛି। ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହେବ। ୨୭ତମ…

ଦେଶରେ ବ୍ୟାପୁଛି କୋଭିଡ୍; ବୟସ୍କଙ୍କ…

ଓଏଲ୍‌ ବ୍ୟୁରୋ: ଦେଶରେ କୋଭିଡ୍ ସଂଖ୍ୟା ବଢୁଛି। ୫ଟି ରାଜ୍ୟରେ ୯୮ ପ୍ରତିଶତ ରୋଗୀ ଅଧିକ, ୮୮ ପ୍ରତିଶତ କେବଳ କେରଳରେ। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ୍‌ ଆସିନାହିଁ।…

ରାତିରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’;…

ଓଏଲ୍‌ ବ୍ୟୁରୋ: ରାତି ଡ୍ରାଇଭରଙ୍କ ପାଇଁ ଖୁସିଖବର। ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମାଗଣା ଚା’ ମିଳିବ। ରାସ୍ତାକଡ଼ରେ ଥିବା ଢାବା, ହୋଟେଲ ଡ୍ରାଇଭରଙ୍କୁ ଚା’ ଦେବେ। ମାଗଣାରେ ଡ୍ରାଇଭରଙ୍କୁ ଚା’ ଦିଆଯିବ, ପଇସା ଦେବେ ସରକାର। ଚା’ ପିଇବା ସହ ଡ୍ରାଇଭରମାନେ ଉକ୍ତ ଢାବାରେ ବିଶ୍ରାମ ନେଇପାରିବେ।…

‘ଏକ୍ସ’କୁ ନେଇ ବଡ଼ ଖବର;…

ଓଏଲ୍‌ ବ୍ୟୁରୋ: ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ'କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପାଖାପାଖି ଘଣ୍ଟାଏ ହେଲା 'ଏକ୍ସ' ସର୍ଭର ଡାଉନ୍ ରହିଥିଲା। ଯାହାଦ୍ୱାରା ସର୍ଭର ଡାଉନ୍ ଯୋଗୁଁ କୌଣସି ପୋଷ୍ଟ୍ ହୋଇପାରୁନଥିଲା। ଅଚାନକ ଏଭଳି ସମସ୍ୟା ପରେ 'ଏକ୍ସ' ୟୁଜର୍ସଙ୍କ ଚିନ୍ତା ବଢ଼ିବାରେ ଲାଗିଥିଲା।…

ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗ: ପୂର୍ବତନ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ହୋଇଥିଲା। ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ୨…

ଜାନୁଆରୀରେ ପ୍ରତିଷ୍ଠା ଭବ୍ୟ ଶ୍ରୀରାମ…

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରାଯାଇଛି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଦେଶରେ କରୋନା ଭୟ: ୧୮ଟି ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। କର୍ଣ୍ଣାଟକ ପରେ ଚଣ୍ଡିଗଡ଼କୁ ଫେରିଲା ମାସ୍କ। କର୍ଣ୍ଣାଟକ…

କରୋନା ଭୟ: କର୍ଣ୍ଣାଟକ ପରେ ଚଣ୍ଡିଗଡ଼କୁ…

ଓଏଲ୍‌ ବ୍ୟୁରୋ: ପୁଣି ଦେଶରେ କରୋନା ଭୟ। ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। କର୍ଣ୍ଣାଟକ ପରେ ଚଣ୍ଡିଗଡ଼କୁ ଫେରିଲା ମାସ୍କ। କର୍ଣ୍ଣାଟକ ପରେ ଚଣ୍ଡିଗଡ଼ରେ ଫେରିଲା ମାସ୍କ। ଭାରତରେ ୨୧…

ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ କବି ଆଶୁତୋଷ ପରିଡ଼ା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। କବିତାରେ ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧତା, ସଵୁ ପ୍ରକାରର ଶୋଷଣ ବିରୁଦ୍ଧରେ ବିଦ୍ରୋହର ସ୍ବର ଓ ଭାଷା ଏବଂ…