Odisha Link
Bridging the Missing Links in Odisha

ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀ ଗଣନା; ନିୟୋଜିତ ଅଛନ୍ତି ୨୧ଟି ଟିମ୍

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ନୂଆପଡ଼ା ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ଲୁଣା ହ୍ରଦ ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଗଣନା ଆଜି ସକାଳ ୬ଟାରୁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ପକ୍ଷୀ ଗଣନା ଆରମ୍ଭ ହୋଇଛି।

Leave A Reply

Your email address will not be published.